ସୋନପୁର ଜିଲ୍ଲା

ଉଇକିପିଡ଼ିଆ ରୁ
(ସୋନପୁର ଜିଲା ରୁ ଲେଉଟି ଆସିଛି)
ସୋନପୁର ଜିଲ୍ଲା is located in ଓଡ଼ିଶା
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°51′N 83°54′E / 20.85°N 83.9°E / 20.85; 83.9ଦିଗବାରେଣି: 20°51′N 83°54′E / 20.85°N 83.9°E / 20.85; 83.9
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା ବଲାଙ୍ଗୀର
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୨ଟି ଆସନ
୧. ବୀରମହାରାଜପୁର (୬୪)
୨. ସୋନପୁର (୬୫)
କ୍ଷେତ୍ରଫଳ
 - ଜିଲ୍ଲା ୨,୨୮୪.୪ କି.ମି. (୮୮୨ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୯୫୯ / (ପୁରୁଷ/ନାରୀ)
  • ଅନୁପାତ ୯୪୭ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୭୪.୪୨%
   • ପୁରୁଷ ୮୪.୭୮%
   • ନାରୀ ୬୩.୬୩%
 - ଘନତା ୨୭୯/କି.ମି. (୭୨୨.୬/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୬୭ xxx
ତାର (ଏସ୍.ଟି.ଡ଼ି) ୦୬x
ଗାଡ଼ି କୋଡ଼ OR-31
ଜିଲ୍ଲାପାଳ ଗଗନ ବିହାରୀ ସ୍ଵାଇଁ
ବେବସାଇଟ ମୁଖ୍ୟ ୱେବସାଇଟ


ସୋନପୁର ଜିଲ୍ଲା ବା ସୁବର୍ଣ୍ଣପୁର ଜିଲ୍ଲା, ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୋନପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ଷୋନାପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡ଼ୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଭୂଗୋଳ

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୧]

[ଏହାକୁ ବଦଳାନ୍ତୁ] ଅବସ୍ଥିତି

[ଏହାକୁ ବଦଳାନ୍ତୁ] ମୁଖ୍ୟ ନଦୀ

  • ମହାନଦୀ
  • ଅଙ୍ଗ
  • ତେଲ
  • ଶୁକତେଲ

[ଏହାକୁ ବଦଳାନ୍ତୁ] ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି [୩] |

  • ପୁରୁଷ: ୩,୩୨,୮୯୭
  • ମହିଳା: ୩,୧୯,୨୧୦
    • ଛ ବର୍ଷରୁ କମ: ୭୬,୫୩୬
  • ପଢୁଆ ହାର: ୭୪.୪୨%
    • ପୁରୁଷ: ୭୮.୪୧%
    • ମହିଳା: ୮୪.୭୮%

[ଏହାକୁ ବଦଳାନ୍ତୁ] ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର |
  • ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
  • ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
  • ଗ୍ରାମ ପଞ୍ଚାୟତ: ୯୬
  • ଗ୍ରାମ: ୯୫୯

[ଏହାକୁ ବଦଳାନ୍ତୁ] ପର୍ଯ୍ୟଟନ ସ୍ଥଳ

  • ଲଙ୍କେଶ୍ଵରୀ ମନ୍ଦିର
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର
ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଠାକୁରାଣୀ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି
ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
କୋଟ ସମଲାଏ ସୋନପୁର ଜିଲାର କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ପାପକ୍ଷୟ ଘାଟ, ବିନକା
  • କପିଳେଶ୍ଵର ମନ୍ଦିର, ଚରଡ଼ା
  • ନବଗ୍ରହ କୁଣ୍ଡ
  • ଦିଗଶୀରାର ଅଙ୍ଗନଦୀ

[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ

ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

[ଏହାକୁ ବଦଳାନ୍ତୁ] ଗ୍ୟାଲେରି

Alt text
ସୁବର୍ଣ ମେରୁ ମନ୍ଦିର
Alt text
ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର
Alt text
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର
Alt text
ସମ୍ବଲପୁରୀ ଶାଢ଼ି
Alt text
ସମ୍ବଲପୁରୀ ଶାଢ଼ି ବୁଣା
Alt text
ହନୁମାନ ପୋଡ଼ି

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

  • Pasayat, C. (1994), "Myth and Reality in Little Tradition: A Study of Dandanata in Orissa" in Man in India, Vol.74, No.4, December 1994, pp. 413–427.
  • Pasayat, C. (1998), Tribe, Caste and Folkculture, Jaipur/New Delhi: Rawat Publications.
  • Pasayat, C. (2003), Glimpses of Tribal and Folkculture, New Delhi: Anmol Pub. Pvt. Ltd.


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା