ସୁରତ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁରତ
સુરત
Metropolitan City
Surat-one of the fastest growing city.but hear not international airport
Nickname(s): 
Diamond City, Textile City, Silk City, Clean City, Fastest Growing City, City Of Bridges & Flyovers
ଦେଶଭାରତ
ରାଜ୍ୟଗୁଜରାଟ
ଜିଲ୍ଲାସୁରତ
Zone7
Government
 • TypeMayor–Council
 • BodySurat Municipal Corporation
 • MayorRajendra Ajitrai Desai (Raju Desai) (BJP)
 • Municipal CommissionerManoj Kumar Das
 • Police CommissionerRakesh Asthana
Area
 • Metropolitan City326.515 km2 (126.068 sq mi)
Elevation
13 m (43 ft)
Population
 (2011)[୧]
 • Metropolitan City୪୪,୬୨,୦୦୨ (୪୭ Lacs in mid Year୨,୦୧୨)
 • Rank8th
 • Metro୪୫,୮୫,୩୬୭
 • Metro rank
୯th
Time zoneUTC+5:30 (IST)
Pincode(s)
395 0XX & 394 XXX
Area code91-261-XXX-XXXX
ଯାନବାହାନ ପଞ୍ଚୀକରଣGJ 05 & GJ 28
Coastline35 kilometres (22 mi)
Literacy86.65%[୩]
ଭାଷାଗୁଜରାଟୀ , ହିନ୍ଦୀ
HDIHigh
Websitewww.suratmunicipal.gov.in

ସୁରତ, ଗୁଜରାଟ ରାଜ୍ୟର ଏକ ପ୍ରମୁଖ ସହର । ସୁରତ ହେଉଛି ଗୁଜରାଟର ଦ୍ୱିତୀୟ ତଥା ଭାରତର ନମବ ବୃହତ୍ତମ ସହର । ଜନବସତି ଓ ଶିଳ୍ପଦ୍ୟୋଗ ଅନୁସାରେ ଗୁଜରାଟରେ ଅହମଦାବାଦ ପରେ ସୁରତର ନାମ । ବିଶ୍ୱର ୯୦-୯୫ ପ୍ରତିଶତ ହୀରା ସୁରତରେ ମାଜି (ଘସି) ପ୍ରସ୍ତୁତ ହେଉଛି । କପଡ଼ା ଉଦ୍ୟୋଗ ପାଇଁ ସୁରତ ପ୍ରସିଦ୍ଧ ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ପୂର୍ବେ ସୂର୍ଯୟପୁର ନାମରେ ସୁରତ ପ୍ରସିଦ୍ଧି ଲାଭକରି ପ୍ରଥମେ ମୋଗଲ୍,ତାପରେ ପର୍ତ୍ତୁଗୀଜ ଏବ, ଇଂରେଜମାନଙ୍କର ମୂଖ୍ୟ ବନ୍ଦର ଥିଲା । ସେହି ସମୟରେ ସୂର୍ଯ୍ୟପୁର ଲାଟପ୍ରଦେଶର ମୂଖ୍ୟ ନଗର ଥିଲା ।

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Mid-Year Population Estimates". Surat Municipal Corporation. Archived from the original on 2011-04-12. Retrieved 2010-09-15.
  2. "ଆର୍କାଇଭ୍ କପି". Archived from the original on 2013-03-24. Retrieved 2012-11-30. {{cite web}}: Cite has empty unknown parameter: |1= (help)
  3. "Literacy Rates by Sext for State and District". 2011 census of India. Government of India. Retrieved 25 June 2012.

ବାହାର ତଥ୍ୟ[ସମ୍ପାଦନା]