ସମୟ (କାଳ)

ଉଇକିପିଡ଼ିଆ ରୁ

ଆମେ ସାଧାରଣତଃ ଘଟଣା ମାନଙ୍କୁ କ୍ରମାନ୍ୱୟ କରିବା ପାଇଁ ସମୟ ବ୍ୟବହାର କରିଥାଉ । ବସ୍ତୁର ଗତି ବା ପରିବର୍ତ୍ତନର ହାରକୁ ସମୟରେ ସୂଚିତ କରାଯାଇଥାଏ । ସମୟକୁ ବିଜ୍ଞାନରେ ଚତୁର୍ଥ ଆୟାମ ମଧ୍ୟ କୁହାଯାଏ ।

କୌଣସି ବାରମ୍ବାର ପରିବର୍ତ୍ତନ ହେଉଥିବା ଘଟଣାକୁ ଆଧାର କରି ସମୟ ମାପ କରାଯାଇଥାଏ । ଦୃଷ୍ଟାନ୍ତ ସ୍ବରୂପ ଗୋଟିଏ ସୂର୍ଯ୍ୟାସ୍ତରୁ ପର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗୋଟିଏ ଦିନ ହୋଇଥାଏ । ଅତି ପୁରାତନ ସମୟରେ ମଧ୍ୟ ମଣିଷ ପଞ୍ଜିକା ବ୍ୟବହାର କରୁଥିଲା । ଏବେ ଯୁଗ ବଦଳିବା ସହିତ ଆମେ ସେକେଣ୍ଡର କୋଟି ଭାଗ ମଧ୍ୟ ହିସାବ କରିପାରୁଛୁ ।

ବିଜ୍ଞାନର ଅନ୍ତର୍ଜାତୀୟ ମାନକ (SI) ଅନୁସାରେ ସମୟର ଏକକ ହେଉଛି ସେକେଣ୍ଡ ।

ବିଷୟସୂଚୀ

ସମୟର ଏକକ [ସମ୍ପାଦନା]

ସମୟ ମାପିବା ଯନ୍ତ୍ର [ସମ୍ପାଦନା]

ଦିନର ସମୟ [ସମ୍ପାଦନା]

ଆଧାର [ସମ୍ପାଦନା]

ବାହାର ତଥ୍ୟ [ସମ୍ପାଦନା]