ସମ୍ବଲପୁର (ଲୋକସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
ଏହି ଲେଖାଟି ସମ୍ବଲପୁର 'ଲୋକସଭା ନିର୍ବାଚନ ମଣ୍ଡଳୀ' ବାବଦରେ । ବାକିସବୁ ପାଇଁ, ସମ୍ବଲପୁର (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।

'ସମ୍ବଲପୁର' ଓଡ଼ିଶାର ଏକ ଲୋକସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. କୁଚିଣ୍ଡା
  2. ରେଙ୍ଗାଲି
  3. ସମ୍ବଲପୁର
  4. ରେଢ଼ାଖୋଲ
  5. ଦେବଗଡ଼
  6. ଛେଣ୍ଡିପଦା
  7. ଆଠମଲ୍ଲିକ

ସାଂସଦ[ସମ୍ପାଦନା]

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]