ସବ୍ୟସାଚୀ ମିଶ୍ର

ଉଇକିପିଡ଼ିଆ ରୁ
ସବ୍ୟସାଚୀ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ ୬ ଅକ୍ଟୋବର ୧୯୮୪ (1984-10-06) (୩୦ ବର୍ଷ)
Burla, Odisha
ଜାତୀୟତା  ଭାରତୀୟ
ଜୀବିକା ଓଡ଼ିଆ କଥାଚିତ୍ର ଅଭିନେତା
କାର୍ଯ୍ୟକାଳ 2002–2007 As an Album Actor
2007-Present as an Film Hero
ପ୍ରସିଦ୍ଧି ଓଡ଼ିଆ କଥାଚିତ୍ର ଅଭିନେତା
ଉଚ୍ଚତା ଛାଞ୍ଚ:Convert/LoffAoffDbSoff2
ବାପା ମା Surendra Prasad Mishra, IAS
Dr Susama Mishra, Writer

ସବ୍ୟସାଚୀ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସବ୍ୟସାଚୀ ଓଡ଼ିଶାର ଭୁବନେଶ୍ଵର ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । [୧]

ସିନେମା ଜୀବନ[ସମ୍ପାଦନା]

୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[୨] ବର୍ତ୍ତମାନ ସୁଦ୍ଧା ୨୧ଟି ଓଡ଼ିଆ କଥାଚିତ୍ର ରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଛାତିରେ ଲେଖିଛି ତୋରି ନାଁ ୨୦୧୧ ସଞ୍ଜୟ ନାୟକ
ଡ୍ରିମ୍ ଗାର୍ଲ ୨୦୦୯ ଅଶୋକ ପତି
ମୁଁ ସପନ ର ସୌଦାଗର ୨୦୦୮ ସଞ୍ଜୟ ନାୟକ
ପାଗଳ ପ୍ରେମୀ ୨୦୦୭ ହର ପଟ୍ଟନାୟକ

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. incredibleorissa.com
  2. Sampad, Shilpi (2012). "Hara conquers cancer, directs life". telegraphindia.com. http://www.telegraphindia.com/1120916/jsp/odisha/story_15980782.jsp#.UPzywGdP9tY. Retrieved 21 January 2013. "Actor Sabyasachi, who was inducted into the Odia moviedom by Patnaik in Pagala Premi in 2007" 

ଅଧିକ ତଥ୍ୟ[ସମ୍ପାଦନା]