ସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ସପ୍ତଶଯ୍ୟା
ନିର୍ଦ୍ଦେଶକକଲ୍ୟାଣ ଗୁପ୍ତା
ପ୍ରଯୋଜକଶେଷ ପ୍ରତାପ ସିଂହଦେଓ
କଳାକାରବ୍ୟୋମକେଶ ତ୍ରିପାଠୀ, ଅନିମା ପେଦିନି
ମୁକ୍ତିଲାଭ ତାରିଖ
୧୯୫୧
ଦେଶ ଭାରତ
ଭାଷାଓଡ଼ିଆ

ସପ୍ତଶଯ୍ୟା - ୧୯୫୧ ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଢେଙ୍କାନାଳ ରାଜପରିବାରର ସଦସ୍ୟ ଶେଷ ପ୍ରତାପ ସିଂହଦେଓ (ନିନି ସାହେବ ଭାବେ ପରିଚିତ) ଏହାର ପ୍ରଯୋଜନା କରିଥିଲେ । କବି ଅନନ୍ତ ପଟ୍ଟନାୟକ ଏହାର କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[୧]

(‘ସମାଜ’ରେ ଡିଜିଟାଇଜଡ୍ ହୋଇ କି ଅଛି, ହାର୍ଡ କପି ବି ଅଛି। ‘ସମାଜ’ ଲାଇବ୍ରେରିରେ ୧୯୫୧ ମସିହାର ସବୁତକ ଖବର କାଗଜ ପୃଷ୍ଠା ପରେ ପୃଷ୍ଠା ଖୋଜିଲି। ଡିସେମ୍ବର ୧ ତାରିଖକୁ ପହଞ୍ଚିଲି ତ ‘ସପ୍ତଶଯ୍ୟା’ ମୁକ୍ତିଲାଭ କରିଛି ସେଦିନ । ମୁଁ ତ ସେଇ ପ୍ରକାଶିତ ବିଜ୍ଞାପନ ସଂଗ୍ରହ କରିସାରିଥିଲି ଆଗରୁ। ସୂର୍ଯ୍ୟ ଦେଓ [୨])

(ସିନେ ଓଡ଼ିଶା’ର ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାର ସମୀକ୍ଷା ଥିଲା ତୀକ୍ଷଣ୍ । ଉଦାହରଣ ସ୍ୱରୂପ ଧୀର ବିଶ୍ୱାଳ ଲେଖିଥିବା ‘ସପ୍ତଶଯ୍ୟା’ର ସମୀକ୍ଷା ଧାର ବେଶ ଦାଢ଼ । By ସୂର୍ଯ୍ୟ ଦେଓ On May 22, 2021[୩])

ସଙ୍ଗୀତ - ଉଦୟନାଥ ସାହୁ

ଗୀତ ଗୁଡ଼ିକର ସାରଣୀ

କ୍ରମ ଗୀତ ଗୀତିକାର ଗାୟକ / ଗାୟିକା
ରଙ୍ଗିଧାନ କିଏ ଲୁଟି ଅନନ୍ତ ପଟ୍ଟନାୟକ କମଳା ଦେବୀ
ଅନାଇ ନାହିଁ ତାକୁ ଅନନ୍ତ ପଟ୍ଟନାୟକ କମଳା ଦେବୀ
ଆହୁଲାରେ ଅନନ୍ତ ପଟ୍ଟନାୟକ ପ୍ରଫୁଲ୍ଲ କୁମାର ସିଂହଦେଓ
ଆରେ ସଙ୍ଗିନୀ ଆରେ ଅନନ୍ତ ପଟ୍ଟନାୟକ କମଳା ଦେବୀ ଓ ଉଦୟନାଥ ସାହୁ
ତୁମ ଶିରେ ଶୋହେ ଫୁଲ ଅନନ୍ତ ପଟ୍ଟନାୟକ କମଳା ଦେବୀ, ଉଦୟନାଥ ସାହୁ, ଓ ଅନ୍ୟ


ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ସପ୍ତଶଯ୍ୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
  2. Bureau, Samikhsya (2022-10-13). "ପ୍ରଥମ ସାମାଜିକ ଓଡ଼ିଆ ସିନେମା 'ରୋଲସ୍ ଟୁ ଏଇଟ୍‌', ମୁକ୍ତିଲାଭ ଭ୍ରାନ୍ତି". The Samikhsya Odia (in ଆମେରିକୀୟ ଇଂରାଜୀ). Retrieved 2023-11-24.
  3. "ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2021-05-22. Retrieved 2023-11-24.

ଅଧିକ ତଥ୍ୟ[ସମ୍ପାଦନା]