ସତ୍ୟେନ୍ଦ୍ର ନାଥ ବୋଷ
ଉଇକିପିଡ଼ିଆ ରୁ
| ସତ୍ୟେନ୍ଦ୍ର ନାଥ ବୋଷ | |
|---|---|
୧୯୨୫ ରେ ସତ୍ୟେନ୍ଦ୍ର ନାଥ ବୋଷ
|
|
| ଜନ୍ମ | ୧ ଜାନୁଆରି ୧୮୯୪ କଲିକତା, ଇଂରେଜ ଅଧିକୃତ ଭାରତ (ବର୍ତ୍ତମାନ କୋଲକାତା) |
| ମୃତ୍ୟୁ | ୪ ଫେବ୍ରୁଆରି, ୧୯୭୪ (୮୦ ବର୍ଷ) କଲିକତା , ଭାରତ |
| ବାସସ୍ଥାନ | ଭାରତ |
| ଜାତୀୟତା | ଭାରତୀୟ |
| କ୍ଷେତ୍ର | ପଦାର୍ଥ ବିଜ୍ଞାନ ଏବଂ ଗଣିତ |
| ସଂସ୍ଥାନ | କଲିକତା ବିଶ୍ୱବିଦ୍ୟାଳୟ(University of Calcutta) |
| ମାତୃ ସଂସ୍ଥାନ | University of Calcutta |
| ଜଣାଶୁଣା | Bose–Einstein condensate Bose–Einstein statistics Bose gas |
| ଉଲ୍ଲେଖନୀୟ ପୁରସ୍କାର | ପଦ୍ମ ବିଭୂଷଣ Fellow of the Royal Society |
ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷ (ବଙ୍ଗାଳୀ: সত্যেন্দ্র নাথ বসু ଶୋତ୍ତେନ୍ଦ୍ରୋନାଥ ବୋଶୂ ; ୧ ଜାନୁୟାରୀ ୧୮୯୪ – ୪ ଫେବୃୟାରି ୧୯୭୪) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଅଟନ୍ତି , ସେ ଗାଣିତିକ-ଭୌତିକ ଶସ୍ତ୍ରରେ ପାରଦର୍ଶୀ ଥିଲେ । ସେ ଇଂଲଣ୍ଡର ରୟାଲ ସୋସାଇଟୀର ଫେଲୋଶିପ (FRS) ପାଇଥିଲେ ।[୧] ତାଙ୍କ ଜନ୍ମ କଲିକତାରେ ହୋଇଥିଲା । ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ (୧୯୨୦) ସେ କ୍ଵାଣ୍ଟମ ମେକନିକ୍ସ (Quantum mechanics) ପାଇଁ ଜଣାଶୁଣା ଥିଲେ , ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ ଓ ବୋଷ-ଆଇନଷ୍ଟାଇନ କନ୍ଡେନ୍ସେଟ୍ର ମୂଳ ତତ୍ତ୍ଵ ଥିଲା । ୧୯୫୪ ରେ ସେ ଭରତ ସରକାରଙ୍କ ଦ୍ଵାରା ପଦ୍ମ ବିଭୂଷଣ ରେ ସମ୍ମାନିତ ହୋଇଥିଲେ ।[୨][୩] ତାଙ୍କ ନାଁ ଅନୁସାରେ ବୋଷନର ନାମକରଣ କରଯାଇଥିଲା । [୪]
ତାଙ୍କ ନାଁରେ ଭରତ ସରକାର ଡାକ ଟିକଟ ଛପିଥିଲେ । [୫]
ବିଷୟସୂଚୀ |
ପ୍ରାରମ୍ଭିକ ଜୀବନ [ସମ୍ପାଦନା]
ଗବେଷଣା [ସମ୍ପାଦନା]
ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ [ସମ୍ପାଦନା]
ସମ୍ମାନ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ Bose, Satyendranath (1894-1974), Michel Barran, wolfram.com
- ↑ Dr Subodh Mahanti. "Satyendra Nath Bose, The Creator of Quantum Statistics". Vigyan Prasar.
- ↑ Subramanian, Samanth. "For the Indian Father of the ‘God Particle,’ a Long Journey from Dhaka". New York Times. Retrieved July 7, 2012.
- ↑ ଭରତ ସରକାରଙ୍କ ଦ୍ଵାରା ଛପା ଯାଇଥିବା ଡାକ ଟିକଟ
ବାହାର ଲିଙ୍କ [ସମ୍ପାଦନା]
- S. N. Bose. "Plancks Gesetz und Lichtquantenhypothese", Zeitschrift für Physik 26:178-181 (1924). (The German translation of Bose's paper on Planck's law)
- Abraham Pais. Subtle is the Lord...: The Science and Life of Albert Einstein. Oxford and New York: Oxford University Press, 1982. (pp. 423–434). ISBN 0-19-853907-X.
- "Heat and thermodynamics" Saha and Srivasthava.
- Lev Pitaevskii and Sandro Stringari. "Bose-Einstein Condensation". Clarendon Press, 2003, Oxford.
- Wali, Kameshwar C. (2009), written at Singapore, Satyendra Nath Bose: his life and times : selected works (with commentary), World Scientific, 2009, ISBN 981-279-070-5, 9789812790705, http://books.google.co.in/books?id=o1eCJO7lBfUC&dq=satyendra+nath+bose&source=gbs_navlinks_s
- On S. N. Bose, his works and related themes. A blog
- Hindu School, Kolkata
- Scienceworld's biography of Satyendra Nath Bose
- Satyendra Nath Bose (biography at Calcuttaweb)
- Bosons - The Birds That Flock and Sing Together (biography of Bose and Bose-Einstein Condensation)
- http://www.itbhuglobal.org/chronicle/archives/2007/04/#001646 - Satyendra Nath Bose and Bose-Einstein Condensation Principle.
- University of Dhaka