ସକାଳ

ଉଇକିପିଡ଼ିଆ ରୁ
ମେଘୁଆ ସକାଳ

ସକାଳ ଦିନର ପ୍ରଥମ ଭାଗକୁ ବୁଝାଇଥାଏ । ଏହାର ଆରମ୍ଭ ଉଷାରୁ ଆରମ୍ଭ ହୋଇ ଦୁଇପହର ବା ମଧ୍ୟାହ୍ନ ଯାଏଁ ହୋଇଥାଏ । ଯଦିଓ ସୁର୍ଯ୍ୟ ଉଦୟ ହେବାକୁ ସକାଳ ବୋଲି ବିଚାର କରାଯାଇଥାଏ, ଆଜିକାଲି ନିଦରୁ ଉଠିବା ପରର କାଳକୁ ସକାଳ ଭାବରେ ଗ୍ରହଣ କରାଯାଇଥାଏ । ସକାଳ ପରେ ଯଥାକ୍ରମେ ଦୁଇପହର ବା ମଧ୍ୟାହ୍ନ, ଅପରାହ୍ଣ, ସଞ୍ଜ (ବା ସନ୍ଧ୍ୟା କାଳ) ଓ ରାତି ହୋଇଥାଏ ।

[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା