ଶ୍ରେୟା ଘୋଷାଲ

ଉଇକିପିଡ଼ିଆ ରୁ
ଶ୍ରେୟା ଘୋଷାଲ

ଏକ୍ସ ଫାକଟରରେ ଶ୍ରେୟା ଘୋଷାଲ
ବିବରଣୀ
ଜନ୍ମ ମାର୍ଚ ୧୨, ୧୯୮୪ (1984-03-12) (ବୟସ ୨୮)
ଦୁର୍ଗାପୁର, ପଶ୍ଚିମବଙ୍ଗ, ଭାରତ
ବିଭାଗ ପପ,ପ୍ରଚ୍ଛଦପଟ୍ଟ ଗାୟନ,ଗଜଲ, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟନ
ଜୀବିକା ଗାୟକ, ସଙ୍ଗୀତକାର,ମଞ୍ଚ ସେଲେବ୍ରିଟି
ବାଦନ ଜନ୍ତ୍ର କଣ୍ଠ
ଜୀବନ କାଳ ୨୦୦୨ରୁ ଏବେଯାଏଁ
ବେବସାଇଟ shreyaghoshal.com

ଶ୍ରେୟା ଘୋଷାଲ (ଜନ୍ମ ୧୨ ମାର୍ଚ ୧୯୮୪) ଜଣେ ଭାରତୀୟ ଗାୟିକା । ସେ ଅନେକ ଅସିମୀୟା, ଓଡ଼ିଆ, ବଙ୍ଗଳା, କନ୍ନଡ, ମାଲୟାଲମ, ମରାଠୀ, ପଞ୍ଜାବୀ, ତାମିଲ,ତେଲଗୁ ଭାଷା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ ଆଲବମ ରେ କଣ୍ଠଦାନ କରିଛନ୍ତି ।

ଶ୍ରେୟା ସା ରେ ଗା ମା ପା ପ୍ରତିଯୋଗିତା ପରେ ହିନ୍ଦୀ ଚଳଚ୍ଚିତ୍ରଦେବଦାସ ରୁ ତାଙ୍କ କ୍ୟାରିୟର ଆରମ୍ଭ ହେଲା, ଜାହାପାଇଁ ସେ ଫିଲ୍ମଫେୟାର ଆଵାଡ ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟକ ପାଇଁ ଫିଲ୍ମଫେୟାର ପୁରସ୍କାରନୂଆ ସଙ୍ଗୀତ ପ୍ରତିଭା ପାଇଁ ଆର.ଡ଼ି. ବର୍ମନ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । [୧] ତାହା ପର ଠାରୁ ସେ ୨୦୦ ରୁ ଅଧିକ ସିନେମାରେ ଗାଇ ସରିଛନ୍ତି ଏବଂ ୪ ଟି ଜାତୀୟ ଓ ୪ ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଜୀବନକାଳ

[ଏହାକୁ ବଦଳାନ୍ତୁ] ପ୍ରାରମ୍ଭିକ ଜୀବନ

ଶ୍ରେୟା ଏକ ବଙ୍ଗାଳୀ ହିନ୍ଦୁ, ବ୍ରାହ୍ମଣ ପରିବାରରେ ଦୁର୍ଗାପୁର,ପଶ୍ଚିମବଙ୍ଗ ରେ ଜନ୍ମ ନେଇଥିଲେ । ତାଙ୍କ ପୁର୍ବପୁରୁଷମାନେ ବଙ୍ଗଳାଦେଶଢାକା ରୁ ଆସିଥିଲେ । ସେ ଏକ ଛୋଟ ସହର ରାଓତଭାଟା,କୋଟା, ରାଜସ୍ଥାନ ରେ ପିଲାଦିନ କାଟିଛନ୍ତି । [୨]

[ଏହାକୁ ବଦଳାନ୍ତୁ] ଡିସ୍କୋଗ୍ରାଫି

  • ବେନ୍ଧେଛି ବୀନା (୧୯୯୮)
  • ଓ ତୋଟା ପାଖି ରେ (୧୯୯୮)
  • ଏକତୀ କଥା (୧୯୯୯)
  • ମୁଖର ପୋରାଗ (୨୦୦୦)
  • ରୂପସୀ ରାତି (୨୦୦୦)
  • ବନମାଳୀ ରେ (୨୦୦୨)
  • ଜାବୋ ତେପନ୍ତୋର (୨୦୦୩)
  • ଆକଶେର ମୁଖମୁଖୀ (୨୦୦୨)
  • ସ୍ଵପ୍ନେର ପାଖ (୨୦୦୩)
  • ଠିକାନା (୨୦୦୬)
  • ଉସ୍ତାଦ ଏଣ୍ଡ ଦି ଦିଭାସ (୨୦୦୬)
  • କ୍ରିଷ୍ନା ବିନା ଅଛେ କେ (୨୦୦୭)
  • କନଡାଉ ବିଟ୍ଠାଲୁ (୨୦୦୭)
  • ଜୀତେ ଦାଓ ଆମୟ (୨୦୦୮)
  • ମଝି ଗାନୀ - ଶ୍ରେୟା ଘୋଷାଲ (୨୦୦୮)
  • ଏ ଟ୍ରିବ୍ୟୁଟ ଟୁ ଆର.ଡ଼ି. ବର୍ମନ (୨୦୧୦)
  • ଏଇ ଆକାଶ ତୋମାରି
  • ରିମ ଝିମ
  • ତୁମି ବୋଲ ଆମି ଶୁଣି

[ଏହାକୁ ବଦଳାନ୍ତୁ] ପୁରସ୍କାର

[ଏହାକୁ ବଦଳାନ୍ତୁ] ଆଧାର

  1. Priyanka Dasgupta (21 July 2002). "Singing in Devdas was God's greatest gift: Shreya Ghoshal". Times of India. http://timesofindia.indiatimes.com/city/calcutta-times/Singing-in-Devdas-was-Gods-greatest-gift-Shreya-Ghoshal/articleshow/16690191.cms. Retrieved 2002-07-21. 
  2. "Shreya Ghoshal's Profile". Sa Re Ga Ma. Retrieved 7 January 2011.

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା