ଶାକାହାର

ଉଇକିପିଡ଼ିଆ ରୁ
ଶାକାହାର
Soy-whey-protein-diet.jpg
ବିବରଣୀ ଶାକାହାର ଉଦ୍ଭିଦମାନଙ୍କଠାରୁ ନିଆଯାଇଥାଏ, ଏହା ଅଣ୍ଡା ଓ କ୍ଷୀରଜାତ ଖାଦ୍ୟ ସହିତ/ରହିତ ହୋଇଥାଏ ।[୧]
ଆରମ୍ଭ ପୁରାତନ ଭାରତ, ପୁରାତନ ଗ୍ରୀସ; ଖ୍ରୀ.ପୂ. ୬ ବା ତାହା ଆଗରୁ
ପ୍ରକାର ଅଣ୍ଡା ଶାକାହାର, କ୍ଷୀର ଓ କ୍ଷୀରଜାତ ଶାକାହାର, ଅଣ୍ଡା-କ୍ଷୀର ଶାକାହାର, ଶୁଦ୍ଧ ଶାକାହାର, କଞ୍ଚା ଶାକାହାର, ଫଳାହାର, ବୌଦ୍ଧ ଶାକାହାର

ଶାକାହାର ଉଦ୍ଭିଦ ଭିତ୍ତିକ (ଫଳ, ପରିବା, ଆଦି) ଖାଦ୍ୟାହାର କୁ ବୁଝାଇଥାଏ । ଏଥିରେ କ୍ଷୀର ଓ ଅଣ୍ଡାକୁ ସାମିଲ କରାଯାଇଥାଏ ବା ନ ଥାଏ, ଏହା ମାଂସ (ଲାଲ ମାଂସ, କୁକୁଡ଼ା ମାଂସ, ଓ ସାମୁଦ୍ରିକ ଜୀବ ମାଂସ). ପଶୁ ହତ୍ୟାସହ-ଉତ୍ପାଦରୁ ରହିତ ଖାଦ୍ୟ, ଯଥା ପଶୁଙ୍କ ଠାରୁ ତିଆରି ରେନେଟଜେଲାଟିନ, କୁ ଶାକାହାର ଭାବରେ ଗଣାଯାଏ ।[୨][୩]

[ଏହାକୁ ବଦଳାନ୍ତୁ] ଟୀକା

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା