ଲୋଥଲ

ଉଇକିପିଡ଼ିଆ ରୁ
ଲୋଥଲ
લોથલ
Archeological Remains at the Lower Town of Lothal.jpg
Archaeological remains at the lower town of Lothal
ଲୋଥଲ is located in India
Shown within India
ଅବସ୍ଥାନ ସରଗ୍ଵାଲା, ଗୁଜରାଟ, ଭାରତ
ଦିଗବାରେଣି 22°31′17″N 72°14′58″E / 22.52139°N 72.24944°E / 22.52139; 72.24944ଦିଗବାରେଣି: 22°31′17″N 72°14′58″E / 22.52139°N 72.24944°E / 22.52139; 72.24944
ପ୍ରକାର Settlement
ଇତିହାସ
ସ୍ଥାପିତ Approximately 2400 BCE
ଚଳଣି Indus Valley Civilization
ସ୍ଥାନ ଟୀକା
ଖନନ ତାରିଖ ୧୯୫୫–୧୯୬୦
ଅବସ୍ଥା Ruined
ମାଲିକପଣିଆ ଜନସାଧାରଣ
Public access ହଁ


ଲୋଥଲ (ଗୁଜରାଟୀ: લોથલ ) ଭାରତ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ଗୁଜରାଟ ରାଜ୍ୟର ପୁରୁଣା ରାଜଧାନୀ ଅହମଦାବାଦ ଠାରୁ ଦକ୍ଷିଣ-ପଶ୍ଚିମ ଦିଗକୁ ୮୦କି.ମି ଦୂର ସରଗବାଲା ଠାରେ ଅବସ୍ଥିତ । ଏହାର ଆବିଷ୍କାର ୧୯୫୪ ମସିହା ନଭେମ୍ବର ମାସରେ ହୋଇଥିଲା । ଲୋଥର ଶବ୍ଦର ଅର୍ଥ ମୃତ୍ୟୁ ହେଇଥିବା କୁ ବୁଝାଏ । ଲୋଥଲ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗର ଏକ ପୁରାତନ ସଂସ୍କୃତିକ ସ୍ଥଳ । ଲୋଥଲକୁ ବହୁତ ପ୍ରାଚୀନ ବୋଲି କୁହାଯାଉଛି । ଏହାର ସମୟକାଳ ଖ୍ରୀ.ପୂ ୨୪୫୦ ରୁ ଖ୍ରୀ.ପୂ ୧୯୦୦ ବୋଲି ଅନୁମାନ କରାଯାଏ ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]