ଲିନକ୍ସ ବଣ୍ଟନ
ଉଇକିପିଡ଼ିଆ ରୁ
ସାଧାରଣତଃ ଜି.ଏନ.ଇଉ/ଲିନକ୍ସକୁ ବିଭିନ୍ନ କମ୍ପାନୀ, କମ୍ୟୁନିଟି ଓ ବ୍ୟକ୍ତି ବିଶେଷ ନିଜର କିଛି ନୂଆ ବା ବଦଳା ଯାଇଥିବା କୋଡ ସହିତ ବାନ୍ଧି କିଛି ଗୋଟାଏ ନାମରେ ବଣ୍ଟନ କରିଥାନ୍ତି । ଏଗୁଡ଼ିକୁ ଲିନକ୍ସ ବଣ୍ଟନ ବା ଇଂରାଜୀରେ ଲିନକ୍ସ ଡିସଟ୍ରିବିଉଶନସ କୁହାଯାଏ ।
କିଛି ଲିନକ୍ସ ବଣ୍ଟନର ଉଦାହରଣ ହେଲେ:-
- ଉବଣ୍ଟୁ ଲିନକ୍ସ
- ଫେଡ଼ୋରା ଲିନକ୍ସ
- ଓପେନସୁଶେ ଲିନକ୍ସ
- ରେଡହାଟ ଲିନକ୍ସ
- ମଣ୍ଡରିବା ଲିନକ୍ସ
ଆଧାର [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |