ଲିଓନ
|
ଲିଓନ |
||
|
Motto: Avant, avant, Lion le melhor. |
||
| Top, Lyon, with the old city in the foreground. Centre, the Pont Bonaparte, at night, and the Pont Lafayette. Bottom, the Place Bellecour, with the Basilique de Notre-Dame de Fourvière and the Tour Metal in the background. | ||
|
|
Coat of arms of ଲିଓନ | |
| City flag | City coat of arms | |
| Administration | ||
|---|---|---|
| Country | France | |
| Region | Rhône-Alpes | |
| Department | Rhône | |
| Arrondissement | Lyon | |
| Subdivisions | 9 arrondissements | |
| Intercommunality | Urban Community of Lyon |
|
| Mayor | Gérard Collomb (PS) (2008–2014) |
|
| Statistics | ||
| Elevation | (ଛାଞ୍ଚ:Convert/Dual/Loff) | |
| Land area1 | ୪୭.୯୫ କିମି୨ (. ବର୍ଗ ମି.) | |
| Population2 | ୪,୮୩,୧୮୧ (2008) | |
| - Ranking | 3rd in France | |
| - Density | ୧୦,୦୭୭ /km2 ( /sq mi) | |
| Urban area | ୯୫୪.୧୯ କିମି୨ (. ବର୍ଗ ମି.) (1999) | |
| - Population | 1,422,331 (2007) | |
| Metro area | ୩,୩୦୬ କିମି୨ ( ବର୍ଗ ମି.) (2006) | |
| - Population | 2,118,132 (2008) | |
| Time zone | CET (GMT +1) | |
| INSEE/Postal code | 69123/ 69001-69009 | |
| Website | lyon.fr | |
| 1 French Land Register data, which excludes lakes, ponds, glaciers > 1 km² (0.386 sq mi or 247 acres) and river estuaries. | ||
| 2 Population without double counting: residents of multiple communes (e.g., students and military personnel) only counted once. | ||
ଦିଗବାରେଣି: 45°45′35″N 4°50′32″E / 45.7597°N 4.8422°E
ଲିଓନ ହେଉଛି ଏକ ପ୍ରାଚୀନ ତଥା ଐତିହାସିକ ସହର।ପୂର୍ବ କେନ୍ଦ୍ରୀୟ ଫ୍ରାନ୍ସର ରୋନ-ଆଲପସ ଅଞ୍ଚଳ ଅନ୍ତର୍ଗତ ପ୍ୟାରିସ ଓ ମର୍ଶାଇଲ ମଧ୍ୟରେ ଏହା ଅବସ୍ତିତ।ପ୍ୟାରିସଠାରୁ ଏହାର ଦୂରତା ୪୭୦କିମି ଓ ମର୍ଶାଇଲ ଠାରୁ ୩୨୦କି.ମି। ଲିଓନ ହେଉଛି ରୋନ୍ ଅଞ୍ଚଳ ତଥା ରୋନ୍ ଅଞ୍ଚଳର ରାଜଧାନୀ ।ଅଷ୍ଟାଦଶ ଓ ଊନ୍ନବିଂଶ ଶତାବ୍ଦୀରେ ଏଠାରେ ଆଧୁନିକ ସହରର ମୂଳଦୁଆ ପଡିଥିଲା।ପରେ ଲୋକସଂଖ୍ୟା ବୃଦ୍ଧି ଓ ସହରର ବିକାଶ ଘଟି ତାହା ଫ୍ରାନ୍ସର ଦ୍ଵିତୀୟ ସର୍ବ ବୃହତ ସହରର ମାନ୍ୟତା ଲାଭ ପାଇଥିଲା।
ଇତିହାସ[ସମ୍ପାଦନା]
ଲିଓନ ସହରର ଇତିହାସ ଅତି ପୁରୁଣା।ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ରୋମାନ ମାନେ ଏହି ସହର ପ୍ରତିଷ୍ଠା କରିଥିଲେ।ଦୁଇଟି ପାହଡ଼ ଯଥା ପୂର୍ବରେ ଫୌରଭିଅର ଏବଂ ପଶ୍ଚିମରେ କ୍ରକ୍ସରୌସ ଏବଂ ଦୁଇଟି ନଦୀ ଯଥା ରୋନ୍ ଓ ସାଓନ୍ ଙ୍କ ସଙ୍ଗମ ସ୍ଥଳକୁ ନେଇ ଏହି ସହର ଗଢି଼ ଉଠିଛି। ଏକଦା ରେଶମ ଲୁଗା ପାଇଁ ଲିଓନ ପ୍ରସିଦ୍ଧି ଲାଭ କରିଥିଲା।ସେ ଭଳି ସିନେମା ଇତିହାସରେ ମଧ୍ୟ ଏହା ବେଶ ପରିଚିତ।ଏଠାରେ ଅଗଷ୍ଟ ଓ ଲୁଇସ ଲୁମିୟର ସିନେମାଟୋଗ୍ରାଫ (ଚଳଚ୍ଚିତ୍ର ବିଦ୍ୟା) ଉଦ୍ଭାବନ କରିଥିଲେ।ତା ଛଡା ପ୍ରତି ବର୍ଷ ଡିସେମ୍ବର ୮ରେ ଏଠାରେ ପାଳିତ ହୁଏ ଆଲୋକ ଉତ୍ସବ ଫେଟ୍ ଡେସ୍ ଲୁମିୟର୍ସ।୪ ଦିନ ଧରି ଏହି ଉତ୍ସବ ପାଳନ୍ କରାଯାଏ।ତେଣୁ ଏହାକୁ ଆଲୋକର ରାଜଧାନୀ ବୋଲି ସମ୍ବୋଧନ କରାଯାଏ।
ଲୋକକଥା ଅନୁଯାୟୀ ମ୍ୟାରୀ ଏହି ସହରକୁ ଅତୀତରେ ପ୍ଲେଗରୁ ରକ୍ଷା କରିଥିଲେ।ତେଣୁ ତାଙ୍କ ସମ୍ମାନାର୍ଥେ ସହରର ବିଭିନ୍ନ ସ୍ଥାନରେ ମ୍ୟାରୀଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଥିଲା।ସ୍ଥାନୀୟ ଫୁଟବଲ ଦଳ ଅଲିମ୍ପିକ ଲିଓନାଇସ ୟୋରୋପୀୟ ଫୁଟବଲ ଚାମ୍ପିଆନଶିପରେ ଭାଗନେଇ ଏହି ସହରକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରେଇପାରିଥିଲେ।
ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ଏହି ସହର ବେଶ ସୁଦୃଢ଼।ସବୁଠାରୁ ବଡ କଥା ହେଉଛି ଏଠାରେ ଇଣ୍ଟରପୋଲ ଓ ୟୁରୋନ୍ୟୁଜର ମୂଖ୍ୟାଳୟ ରହିଥିବା ବେଳେ ଇଣ୍ଟରନ୍ୟାଶନାଲ ଏଜେନ୍ସୀ ଫର ରିସର୍ଚ ଅନ୍ କ୍ୟାନସର ମଧ୍ୟ ରହିଛି।