ରୁବୀ (ପ୍ରୋଗ୍ରାମିଂ ଭାଷା)

ଉଇକିପିଡ଼ିଆ‌ରୁ


Ruby
ପାରାଡ଼ିଜିମ୍‌multi-paradigm: object-oriented, imperative, functional, reflective
ପ୍ରଥମେ ଦେଖାଯାଇଥିଲା1995
ଡିଜାଇନ କରିଥିଲେYukihiro Matsumoto
ବିକାଶକYukihiro Matsumoto, et al.
ସ୍ଥାୟୀ ରିଲିଜ2.0.0-p353 (ନଭେମ୍ବର 22, 2013 (2013-11-22))
ଟାଇପିଂ ପଦ୍ଧତିduck, dynamic
ସୁଯୋଗlexical, sometimes dynamic
ପ୍ରମୁଖ ବ୍ୟବହାରRuby MRI, YARV, Rubinius, MagLev, JRuby, MacRuby, RubyMotion, HotRuby, IronRuby, mruby
ଏହାକୁ ପ୍ରଭାବିତ କରିଛନ୍ତିAda,[୧] C++,[୧] CLU,[୨] Dylan,[୨] Eiffel,[୧] Lisp,[୨] Perl,[୨] Python,[୨] Smalltalk[୨]
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତିD,[୩] Elixir, Falcon, Fancy,[୪] Groovy, Ioke,[୫] Mirah, Nu,[୬] Reia, potion,
ଅପେରେଟିଂ ସିଷ୍ଟମCross-platform
ସତ୍ତ୍ଵRuby License or BSD License[୭][୮]
ଫାଇଲ ଏକ୍ସଟେନ୍‌ସନ୍.rb, .rbw
ୱେବସାଇଟwww.ruby-lang.org

ରୁବୀ ଏକ କଂପ୍ୟୁଟର ପ୍ରୋଗ୍ରାମିଂ ଭାଷା ଅଟେ । ଏହାକୁ ୧୯୯୦ର ମଧ୍ୟ ଭାଗରେ ଯୁକିହୀରୋ "ମାଜ୍" ମାସୁମୋଟୋ ଜାପାନରେ ତିଆରି କରିଥିଲେ । ରୁବୀ ପ୍ରୋଗ୍ରାମିଂ ଭାଷାର ସିଣ୍ଟାକ୍‌ସ୍ ଗୁଡ଼ିକ ପର୍ଲ ଦ୍ୱାରା ପ୍ରେରିତ ଅଟେ । ଏଥିରେ ଏଇଫିଲ୍ଲିସପ୍‌ର ପ୍ରଭାବ ରହିଛି । ଏହା ବିଭିନ୍ମ ଢାଞ୍ଚାରେ ( Procedural, Object Oriented & Functional ) ପ୍ରୋଗ୍ରାମିଂ କରିବା ପାଇଁ ସାହାଯ୍ୟ କରେ | ରୁବୀ ଏକ Dynamically Typed (ଏଥିରେ variableକୁ ଦରକାର ସମୟରେ ଘୋଷଣା କରାଯାଇପାରେ ) ଭାଷା ଅଟେ | ଇଂରାଜୀରେ ବାକ୍ୟ ପଢ଼ିଲା ଭଳି ଏଥିରେ ପ୍ରୋଗ୍ରାମିଂ ଲେଖାଯାଏ , ତେଣୁ ପ୍ରୋଗ୍ରାମରଙ୍କୁ ଏହା ବହୁତ ସହଜ ଲାଗେ | ପ୍ରୋଗ୍ରାମରଙ୍କ ସୁବିଧା ପାଇଁ ( Garbage Collection & Just in time Compilation ) ଭଳି ତତ୍ତ୍ୱକୁ ବ୍ୟବହାର କରିଥାଏ |

ଇତିହାସ[ସମ୍ପାଦନା]

ଚିନ୍ତାଧାରା ଓ ତାତ୍ପର୍ଯ୍ୟ[ସମ୍ପାଦନା]

ବୈଶିଷ୍ଟ୍ୟ[ସମ୍ପାଦନା]

ବିନ୍ୟାସ[ସମ୍ପାଦନା]

ଆରକ୍ଷିତ ଶବ୍ଦାବଳୀ[ସମ୍ପାଦନା]
__ENCODING__ BEGIN and case
defined?
elseif false in nil rescue self true untill yield
__LINE__ END begin class do end for module not retry super undef when
__FILE__ alias break def else ensure if next or return then unless while


ଗଠନ ଓ କାର୍ଯ୍ୟକାରିତା[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Cooper, Peter (2009). Beginning Ruby: From Novice to Professional. Beginning from Novice to Professional (2nd ed.). Berkeley: APress. p. 101. ISBN 1-4302-2363-4. To a lesser extent, Python, LISP, Eiffel, Ada, and C++ have also influenced Ruby.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Bini, Ola (2007). Practical JRuby on Rails Web 2.0 Projects: Bringing Ruby on Rails to Java. Berkeley: APress. p. 3. ISBN 1-59059-881-4. It draws primarily on features from Perl, Smalltalk, Python, Lisp, Dylan, and CLU.
  3. Intro – D Programming Language 1.0 – Digital Mars
  4. Bertels, Christopher (23 February 2011). "Introduction to Fancy". Rubinius blog. Engine Yard. Archived from the original on 2018-12-25. Retrieved 2011-07-21.
  5. Bini, Ola. "Ioke". Ioke.org. Archived from the original on 2011-07-21. Retrieved 2011-07-21. inspired by Io, Smalltalk, Lisp and Ruby
  6. Burks, Tim. "About Nu™". Programming Nu™. Neon Design Technology, Inc. Retrieved 2011-07-21.
  7. "COPYING in Ruby official source repository". Archived from the original on 2017-03-20. Retrieved 2013-11-26.
  8. "BSDL in Ruby official source repository". Archived from the original on 2022-03-21. Retrieved 2013-11-26.