ରାୟଗଡ଼ା ଜିଲା

ଉଇକିପିଡ଼ିଆ ରୁ
ରାୟଗଡ଼ା
—  ଜିଲ୍ଲା  —
ରାୟଗଡ଼ା is located in ଓଡ଼ିଶା
ରାୟଗଡ଼ା
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 19°10′N 82°25′E / 19.167°N 82.417°E / 19.167; 82.417
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା କୋରାପୁଟ
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୩ଟି ଆସନ
୧. ଗୁଣୁପୁର
୨. ବିଷମକଟକ
୩. ରାୟଗଡ଼ା
କ୍ଷେତ୍ରଫଳ
 - ଜିଲ୍ଲା ୭,୫୮୪.୭ କି.ମି. (୨,୯୨୮.୫ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୧୦୪୮ / (ପୁରୁଷ/ନାରୀ)
  • ଅନୁପାତ ୯୫୫ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୫୦.୮୮%
   • ପୁରୁଷ ୬୨.୬୧%
   • ନାରୀ ୩୯.୮୭%
 - ଘନତା ୧୩୬/କି.ମି. (୩୫୨.୨/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ) ୭୬୫ xxx
ତାର (ଏସ.ଟି.ଡ଼ି) +୦୬୮୫x
ଗାଡ଼ି କୋଡ଼ OR-18
ଜିଲ୍ଲାପାଳ ନୀତିନ ଭାନୁଦାସ ଜାୱଲେ [୧]
ବେବସାଇଟ ମୁଖ୍ୟ ୱେବସାଇଟ

ରାୟଗଡ଼ା ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୩୯୦ କିମି ଦୁରରେ ଅବସ୍ଥିତ । ରାୟଗଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଇତିହାସ

୧୯୯୨ ମସିହା ଅକ୍ଟୋବର ୨ତାରିଖ ଦିନ ରାୟଗଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା କୋରାପୁଟ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।

[ଏହାକୁ ବଦଳାନ୍ତୁ] ଭୂଗୋଳ

ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ରାୟଗଡ଼ା ଜିଲ୍ଲାର ଆୟତନ ୭,୫୮୪ ବର୍ଗ କିମି ।

[ଏହାକୁ ବଦଳାନ୍ତୁ] ଅବସ୍ଥିତି

[ଏହାକୁ ବଦଳାନ୍ତୁ] ମୁଖ୍ୟ ନଦୀ

  • ବଂଶଧାରା
  • ନାଗାବଳି

[ଏହାକୁ ବଦଳାନ୍ତୁ] ଖଣିଜ ସମ୍ପଦ

ରାୟଗଡ଼ା ଜିଲ୍ଲା ବକ୍ସାଇଟ ରେ ଭରପୁର ଅଟେ । ବର୍ତମାନ୍ ଏହି ଜିଲ୍ଲାରେ ଉତ୍କଳ ଅଲୁମିନା, ଏଲ୍ & ଟି ଭଳି କମ୍ପାନି ଅବସ୍ଥାପିତ ।

[ଏହାକୁ ବଦଳାନ୍ତୁ] ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ରାୟଗଡ଼ା ଜିଲ୍ଲାର ଲୋକସଂଖ୍ୟା ୯,୬୧,୯୫୯ |

  • ପୁରୁଷ: ୪,୬୯,୬୭୨
  • ମହିଳା: ୪,୯୨,୨୮୭
    • ଛ ବର୍ଷରୁ କମ: ୧,୪୧,୧୬୭
  • ସାକ୍ଷରତା ହାର: ୫୦.୮୮%
    • ପୁରୁଷ: ୬୨.୬୧%
    • ମହିଳା: ୩୯.୮୭%

[ଏହାକୁ ବଦଳାନ୍ତୁ] ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ରାୟଗଡ଼ା ଓ ୨. ଗୁଣୁପୁର |
  • ତହସିଲ: (୪): ୧. ରାୟଗଡ଼ା, ୨. କାଶୀପୁର, ୩. ଗୁଣୁପୁର ଓ ୪. ବିଷମକଟକ
  • ବ୍ଳକ: (୧୧): ୧.ରାୟଗଡ଼ା, ୨.କାଶୀପୁର, ୩.କୋଲୋନରା, ୪.କଲ୍ୟାଣସିଂହପୁର, ୫.ଗୁଣୁପୁର, ୬.ଗୁଡ଼ାରୀ, ୭.ପଦ୍ମପୁର, ୮.ରାମନଗୁଡ଼ା, ୯.ବିଷମକଟକ, ୧୦.ମୁନିଗୁଡ଼ା ଓ ୧୧.ଚନ୍ଦ୍ରପୁର ।
  • ଗ୍ରାମ ପଞ୍ଚାୟତ: ୧୭୧
  • ଗ୍ରାମ: ୨,୬୬୭
  • ସହର: ୩ (ପୌରପାଳିକା: ରାୟଗଡ଼ା, ବିଜ୍ଞାପିତ ଅଞ୍ଚଳ ପରିଷଦ: ଗୁଣୁପୁର, ଗୁଡ଼ାରୀ)

[ଏହାକୁ ବଦଳାନ୍ତୁ] ରାଜନୀତି

[ଏହାକୁ ବଦଳାନ୍ତୁ] ଲୋକସଭା ନିର୍ବାଚନ ମଣ୍ଡଳୀ

[ଏହାକୁ ବଦଳାନ୍ତୁ] ବିଧାନସଭା ନିର୍ବାଚନ ମଣ୍ଡଳୀ

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଗୁଣୁପୁର
  2. ବିଷମକଟକ
  3. ରାୟଗଡ଼ା

[ଏହାକୁ ବଦଳାନ୍ତୁ] ଦର୍ଶନୀୟ ସ୍ଥାନ

  • ମଝିଘରିଆଣି
  • ହାତୀପଥର
  • ଲକ୍ଷ୍ମୀନାରାୟଣ, ଥେରୁବାଲି
  • ପାଇକପଡ଼ା, ଥେରୁବାଲି
  • ଚଟିକଣା, ବିଷମକଟକ
  • ମୀନଝୋଲା, ଗୁଡ଼ାରୀ
  • ଦେବଗୀରି

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

  1. ରାୟଗଡ଼ା ଜିଲ୍ଲାର ସରକାରୀ ପୃଷ୍ଠା
  2. orissadiaryରେ ରାୟଗଡ଼ା ଜିଲ୍ଲା
  3. 123orissa ରେ ରାୟଗଡ଼ା ଜିଲ୍ଲା
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା