ରାତି
ଉଇକିପିଡ଼ିଆ ରୁ
ରାତିରେ ଇନ୍ଦ୍ରଧନୁ ପୋଲ, ଟୋକିଓର ଦୃଶ୍ୟ
ରାତି ଓ ରାତି ସମୟ ଏହା ସୁର୍ଯ ଅସ୍ତ ରୁ ନେଇ କି ସୁର୍ଯ ଉଦୟ ର ସମୟ କୁ କୁହାଯାଏ । ସୂର୍ଯ୍ୟ ଦିଗବଳୟ ତଳକୁ ଗଲେ ରାତି ହୁଏ । ରାତିର ବିପରିତ ଶବ୍ଦ ଦିନ ଅଟେ । ରାତିର ଆରମ୍ଭ ବିଭିନ୍ନ ପ୍ରକାରର ଅବସ୍ତା କୁ ନେଇ ବିଭାଗ କରାଯାଏ ଯେମିତି ଋତୁ, ଅକ୍ଷାଂଶ, ଦ୍ରାଘିମା ରେଖା ଓ ସମୟ ସିମା କୁ ନେଇକି ହୋଇଥାଏ ।
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
| ଉଇକି କଥାରେ ରାତି ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି |
| ରାତି ଶବ୍ଦଟି ଖୋଲା ଅଭିଧାନ, ଉଇକି ଅଭିଧାନରେ ଖୋଜନ୍ତୁ । |
|
||||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |