ରବର୍ଟ ମୂଗ

ଉଇକିପିଡ଼ିଆ ରୁ
ରବର୍ଟ୍ ମୂଗ୍
ଜନ୍ମ ଓ ଜନ୍ମସ୍ଥାନ ୨୩ ମଇ ୧୯୩୪(1934-05-23)
ନ୍ୟୁୟର୍କ୍
ତିରୋଧାନ ୨୧ ଅଗଷ୍ଟ, ୨୦୦୫ (୭୧ ବର୍ଷ)
ଆଶେଭିଲ୍, ଉତ୍ତର କାରୋଲିନା
ଜାତୀୟତା ଆମେରିକୀୟ
ଜୀବିକା ବୈଦ୍ୟୁତିକ ସଂଗୀତ ବିଶେଷଜ୍ଞ, ମୂଗ୍ ସିନ୍ଥେସାଇଜର୍‌ ଉଦ୍ଭାବକ

ରବର୍ଟ୍ ଆର୍ଥର୍ ବବ୍ ମୂଗ୍ (ମଈ ୨୩, ୧୯୩୪ - ଅଗଷ୍ଟ ୨୧, ୨୦୦୫) ମୂଗ ମ୍ୟୁଜିକ୍‌ର ସଂସ୍ଥାପକ, ବୈଦ୍ୟୁତିକ ସଂଗୀତର ଜଣେ ଅଗ୍ରଦୂତ ଓ ମୂଗ୍ ସିନ୍ଥେସାଇଜର୍ ପାଇଁ ଜଣାଶୁଣା ।

ତାଙ୍କ ଉଦ୍ଭାବିତ ବୈଦ୍ୟୁତିକ ଡିଜାଇନ୍ ଅନେକ ସିନ୍ଥେସାଇଜର୍‌ରେ ବ୍ୟବହୃତ ହୁଏ ।

ପାଦଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ୍[ସମ୍ପାଦନା]

ସାକ୍ଷାତକାର
ପେଟେଣ୍ଟ୍
ଶ୍ରଦ୍ଧାଞ୍ଜଳୀ
ସମ୍ମାନ