ରତି ରଞ୍ଜନ ମିଶ୍ର

ଉଇକିପିଡ଼ିଆ‌ରୁ
ରତି ରଞ୍ଜନ ମିଶ୍ର
ରତି ରଞ୍ଜନ ମିଶ୍ର
ଜନ୍ମ
ରତି ରଞ୍ଜନ ମିଶ୍ର

(1952-10-01)୧ ଅକ୍ଟୋବର ୧୯୫୨
ମୃତ୍ୟୁ୧୯ ମଇ ୨୦୦୫(2005-05-19) (ବୟସ ୫୨)
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର( ଇଂରାଜୀ)
ଶିକ୍ଷାନୁଷ୍ଠାନଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା
ବୃତ୍ତି(ସମୂହ)ନାଟ୍ୟକାର, ନିର୍ଦ୍ଦେଶକ ଆକାଶବାଣୀ କଟକ
ବୈବାହିକ-ସାଥୀମିନତି ମିଶ୍ର
ପିତାମାତା(s)ପଣ୍ଡିତ ପଦ୍ମନାଭ ମିଶ୍ର
ସୁଷମା ମିଶ୍ର

ରତି ରଞ୍ଜନ ମିଶ୍ର (୧ ଅକ୍ଟୋବର ୧୯୫୨–୧୯ ମଇ ୨୦୦୫) ଜଣେ ଭାରତୀୟ ଓଡ଼ିଆ ନାଟ୍ୟକାର[୧]ଆକାଶବାଣୀ କଟକର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଥିଲେ । ସେ ୧୯୫୨ ମସିହାରେ, କେନ୍ଦୁଝର ଜିଲ୍ଲାର ଭୋଳାନୂଆଁ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପଦ୍ମନାଭ ମିଶ୍ର ଓ ମାତାଙ୍କ ନାମ ସୁଷମା ମିଶ୍ର ଥିଲା । ପିଲାଟି ଦିନରୁ ନାଟକ ପ୍ରତି ତାଙ୍କର ରୂଚି ରହିଥିଲା ଓ ସେ ୧୯୭୪ ମସିହାରେ ସେ ନାଟକ ରଚନା ଆରମ୍ଭ କରିଥିଲେ । ୧୯୭୭ ମସିହାରେ ସେ ଦୂରଦର୍ଶନ କେନ୍ଦ୍ର, କଟକରେ ଜଣେ ପ୍ରଯୋଜନା ସହକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୮୦ ମସିହାରେ, ସେ ଆକାଶବାଣୀ କଟକର ପ୍ରୋଗ୍ରାମ ଏକଜିକ୍ୟୁଟିଭ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ରତି ରଞ୍ଜନ, ପ୍ରାୟ ପଚାଶରୁ ଅଧିକ ନାଟକ ରଚନା କରିଥିଲେ ।

ରତି ରଞ୍ଜନଙ୍କଦ୍ୱାରା ଲିଖିତ ନାଟକ 'କଥା କହୁଥିଲେ ସରିବନି', 'ମା' ଦୂରଦର୍ଶନରେ ଏବଂ 'ଜୀବନ ଯମୁନା' ଇ ଟିଭିରେ ପ୍ରସାରିତ ହୋଇଥିଲା । [୨]

ସାହିତ୍ୟ କୃତି[ସମ୍ପାଦନା]

  • ଦେଖ ବର୍ଷା ଆସୁଛି
  • ସୀତା[୩]
  • ଅସ୍ତଗାମୀ
  • ଅରୁଣ ରଙ୍ଗର ପକ୍ଷୀ[୪]
  • ସତର୍କ ସଂଘମିତ୍ରା
  • ଅତି ଆତଙ୍କିତ କଥା
  • ଶୀତଳ ହୁଅନ୍ତା ସୂର୍ଯ୍ୟ
  • ତତେ ମୁଁ ଝୁରେ ରାତିଦିନ
  • ଛବିର ମଣିଷ
  • ରୁଦ୍ଧଦ୍ୱାର[୫]
  • ନୋ ଟବାକୋ(NO TOBACO)[୬]
  • ସୀତା[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ananda Lal (2009). Theatres of India: a concise companion. Oxford University Press. ISBN 978-0-19-569917-3. Retrieved 4 October 2012.
  2. http://www.odisha.com/20050519/fullstory/AIR.radio.html
  3. http://iitbbs.academia.edu/SubhenduMund/Papers/1798627/MYTH_AS_CONTINUITY
  4. "ଆର୍କାଇଭ୍ କପି". Archived from the original on 2015-11-17. Retrieved 2016-03-11. {{cite web}}: Cite has empty unknown parameter: |1= (help)
  5. Kala Vikash Kendra, Cuttack (1997). Journal. Retrieved 4 October 2012.
  6. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2012-10-04. {{cite web}}: Cite has empty unknown parameter: |1= (help)
  7. Sangeet Natak Akademi (1995). Sangeet natak. Retrieved 4 October 2012.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 February 2021.
  9. "ଆର୍କାଇଭ୍ କପି". Archived from the original on 2012-04-10. Retrieved 2012-10-04. {{cite web}}: Cite has empty unknown parameter: |1= (help)
  10. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf