ରଘୁ ଅରକ୍ଷିତ

ଉଇକିପିଡ଼ିଆ‌ରୁ
ରଘୁ ଅରକ୍ଷିତ
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକନିତାଇ ପାଲିତ
କଳାକାରଉତ୍ତମ ମହାନ୍ତି, ତନ୍ଦ୍ରା ରାୟ, ଗୋବିନ୍ଦ ତେଜ
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୯୭
ଦେଶ ଭାରତ
ଭାଷାଓଡ଼ିଆ

ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ରଘୁ ଅରକ୍ଷିତ ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା ।


ଅଭିନୟରେ[ସମ୍ପାଦନା]

ଓଡ଼ିଆକଥାଚିତ୍ର ‘ରଘୁ ଅରକ୍ଷିତ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.

ବାହାର ଆଧାର[ସମ୍ପାଦନା]