ଯମେଶ୍ୱର ମିଶ୍ର

ଉଇକିପିଡ଼ିଆ‌ରୁ
(ଯମେଶ୍ଵର ମିଶ୍ରରୁ ଲେଉଟି ଆସିଛି)
ଯମେଶ୍ୱର ମିଶ୍ର
Born(1926-04-24)୨୪ ଅପ୍ରେଲ ୧୯୨୬
Died୭ ଜାନୁଆରୀ ୨୦୧୦(2010-01-07) (ବୟସ ୮୩)
Occupationଔପନ୍ୟାସିକ
Notable work"ଖମାରି"

ଯମେଶ୍ୱର ମିଶ୍ର (୨୪ ଅପ୍ରେଲ ୧୯୨୬ - ୭ ଜାନୁଆରୀ ୨୦୧୦) ଜଣେ ଓଡ଼ିଆ ଔପନ୍ୟାସିକ ଥିଲେ ।

ଜୀବନ[ସମ୍ପାଦନା]

ଯମେଶ୍ୱର ମିଶ୍ର ପିତା ସୁଦର୍ଶନ ମିଶ୍ରଙ୍କ ଔରସରୁ ଓ ମାତା ମୃୟାବତୀ ଦେବୀଙ୍କ ଗର୍ଭରୁ ୨୪ ଏପ୍ରିଲ ୧୯୨୬ରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ଜନ୍ମିତ ଜନ୍ମ ନେଇଥିଲେ ।


ରଚନାବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଖମାରି[୧]
  • ଗଡ଼ତିଆ

ରହସ୍ୟ ଉପନ୍ୟାସ[ସମ୍ପାଦନା]

  • ଛାୟାର ମାୟା
  • ଛାୟା ଓ ବନ୍ଦିନୀ
  • ଭୌତିକ ରଙ୍ଗମଞ୍ଚ
  • ମୃତ୍ୟୁଦୂତର ଆହ୍ୱାନ
  • ଗୁପ୍ତ ଶିକାରୀ
  • ବ୍ୟାଙ୍କ ମ୍ୟାନେଜର

ତାଙ୍କ ଉପରେ ମନ୍ତବ୍ୟ[ସମ୍ପାଦନା]

ଯଦି ଜଣେ ଉପନ୍ୟାସଟିଏ ପଢ଼ିବାକୁ ଚାହୁଁଥାଏ ତେବେ ପ୍ରଥମେ ଯମେଶ୍ୱର ମିଶ୍ରଙ୍କ "ଖମାରି" ପଢୁ ।

— ସୁରେନ୍ଦ୍ର ମହାନ୍ତି, ଓଡ଼ିଆ ଔପନ୍ୟାସିକ

ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର (୧୯୮୨)
  • ଅନୁଗୁଳ ସାହିତ୍ୟ ସଂସଦ (୧୯୯୪)
  • ଲେଖକ ସାମୁକ୍ଷ, ଓଡ଼ିଶା (୧୯୯୫)
  • ପ୍ରଜାତନ୍ତ୍ର ସ୍ୱର୍ଣ୍ଣ ଜୟନ୍ତୀ (୧୯୯୬-୯୭)
  • ପଞ୍ଚାଧର ସାହିତ୍ୟ ସନ୍ମାନ, ପଞ୍ଚାଧର ସାହିତ୍ୟ ସଂସଦ, ଆଠମଲ୍ଲିକ (୧୯୯୬)
  • କୁଳମଣି ସିଂହ ପୁରସ୍କାର, ସାରେଗା ସାଂସ୍କୃତିକ ସଙ୍ଗଠନ, ଆଠମଲ୍ଲିକ (୧୯୯୯)
  • ସାରସ୍ୱତ ସମ୍ମାନ, ଛେଣ୍ଡିପଦା ସାହିତ୍ୟ ସଂସଦ, ଅନୁଗୁଳ (୨୦୦୮)

ଆଧାର[ସମ୍ପାଦନା]

  1. Mishra, Ganeswar. "Literature:Novel/Prose". Govt. of Odisha. Retrieved 10 January 2019.