ମୋରୋକ୍କୋ
ଉଇକିପିଡ଼ିଆ ରୁ
(ମୋରୋକୋ ରୁ ଲେଉଟି ଆସିଛି)
ମୋରୋକ୍କୋ ଉତ୍ତର ଆଫ୍ରିକା ରେ ଥିବା ଏକ ଦେଶ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ଭୂଗୋଳ [ସମ୍ପାଦନା]
ଧର୍ମ [ସମ୍ପାଦନା]
ପ୍ରାସାସନିକ ବିଭାଜନ [ସମ୍ପାଦନା]
ଭାଷା [ସମ୍ପାଦନା]
୧୯୫୬ମସିହା ମାର୍ଚ୍ଚ ୨ତାରିଖ ଦିନ ମୋରୋକ୍କୋ ଫ୍ରାନ୍ସଠାରୁ ସ୍ଵାଧୀନ ହୋଇଥିଲା । ୧୯୫୬ ଫେବୃଆରୀରେ ମରକ୍କୋ ଗଣତାନ୍ତ୍ରିକ ଉପାୟରେ ଫ୍ରାନ୍ସଠାରୁ ସୀମିତ ଶାସନ କ୍ଷମତା ହାସଲ କରିଥିଲା । ୧୯୫୬ ମାର୍ଚ୍ଚ୨ରେ ସଂପୂର୍ଣ୍ଣ ଶାସନ କ୍ଷମତା ହାସଲ ନେଇ ଉଭୟ ଦେଶ ମଧ୍ୟରେ ପ୍ୟାରିସଠାରେ ଏକ ଚୁକ୍ତି ହୋଇଥିଲା । ପରେ ଅପ୍ରେଲ ୭ରେ ଫ୍ରାନ୍ସ ଆନୁଷ୍ଠାନିକ ଭାବେ ମରକ୍କୋ ଉପରୁ ନିଜ ଅଧିକାର ପ୍ରତ୍ୟାହାର କରିନେଇଥିଲା ।
ଆଧାର [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |