ମୁଣ୍ଡା ଭାଷାସମୂହ

ଉଇକିପିଡ଼ିଆ‌ରୁ
ମୁଣ୍ଡା
ଭୌଗଳିକ
ବିତରଣ:
ଭାରତ, ବଙ୍ଗଳାଦେଶ
ଭାଷାଗତ ବିଭାଗୀକରଣ:ଅଷ୍ଟ୍ରୋ-ଏସୀୟ
  • ମୁଣ୍ଡା
Subdivisions:
  • ଖେରୱାଡ଼ୀ(ଉତ୍ତର)
  • କୋରକୁ (ଉତ୍ତର)
  • ଖାରିଆ–ଜୁଆଙ୍ଗ
  • କୋରାପୁଟ (ରେମୋ, ସବର)
ISO 639-2 / 5:mun
Glottolog:mund1335[୧]
{{{mapalt}}}
ଭାରତରେ ମୁଣ୍ଡା ଲୋକଙ୍କ ବିତରଣ

ମୁଣ୍ଡା ଭାଷାସମୂହ (ଇଂରାଜୀ: Munda languages) ମଧ୍ୟ ଏବଂ ପୂର୍ବ ଭାରତ ତଥା ବଙ୍ଗଳାଦେଶରେ ନଅ ମିଲିଅନ ଲୋକଙ୍କ ଦେଇ କଥିତ ଏକ ଭାଷା ପରିବାର । ସେମାନେ ଅଷ୍ଟ୍ରୋଏସୀୟ ଭାଷାସମୂହର ଖମେର ଭାଷା (କାମ୍ବୋଡ଼ିଆ) ଦୂର ସମ୍ବନ୍ଧିତ, ଅନ୍ୟାନ୍ୟ ଭିଏତନାମୀ ଭାଷା ସହ କିଛି ପରିମାଣରେ ସମ୍ବନ୍ଧିତ, ଓ ଥାଇଲାଣ୍ଡ, ଲାଓସ ଏବଂ ଦକ୍ଷିଣ ଚୀନର କିଛି ଅଳ୍ପ କଥିତ ଭାଷା ସହ ଏକ ଶାଖା । ମୁଣ୍ଡା ଭାଷାର ଆରମ୍ବ ଅଜଣା । ତେବେ ପୂର୍ବ ଭାରତର ଅନ୍ୟାନ୍ୟ ଭାଷା ସହ ଏହା ସମ୍ବନ୍ଧିତ । ହୋ, ଭୂମିଜ, ମୁଣ୍ଡାରୀଏବଂ ସାନ୍ତାଳୀ ଏହି ପରିବାରର ମୁଖ୍ୟ ଭାଷା । [୨] [୩]

ଭାଷାପରିବାରଟି ଦୁଇ ଭାଗରେ ବିଭକ୍ତ: ଉତ୍ତର ମୁଣ୍ଡା (ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଛୋଟନାଗପୁର ମାଳଭୂମିରେ କଥିତ), ଏବଂ ଦକ୍ଷିଣ ମୁଣ୍ଡା (ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାରେ କଥିତ) । [୪][୫]

ଆଧାର[ସମ୍ପାଦନା]

  1. Hammarström, Harald; Forkel, Robert; Haspelmath, Martin, eds. (2017). "ମୁଣ୍ଡା". Glottolog 3.0. Jena, Germany: Max Planck Institute for the Science of Human History. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  2. Pinnow, Heinz-Jurgen. "A comparative study of the verb in Munda language" (PDF). Sealang.com. Retrieved 22 March 2015.
  3. Daladier, Anne. "Kinship and Spirit Terms Renewed as Classifiers of "Animate" Nouns and Their Reduced Combining Forms in Austroasiatic". elanguage.net. Elanguage. Retrieved 22 March 2015.
  4. Bhattacharya, S. (1975). Munda studies: A new classification of Munda. Indo-Iranian Journal, Volume 17, Issue 1, pages 97 – 101. p. 75-101. ISBN 1572-8536. Retrieved 22 March 2015. {{cite book}}: Check |isbn= value: length (help)
  5. "Munda languages". www.languagesgulper.com. Retrieved 22 March 2015.