ମୁଣ୍ଡା ଜନ‌ଜାତି

ଉଇକିପିଡ଼ିଆ ରୁ

ମୁଣ୍ଡା ଜନଜାତିର ଲୋକମାନେ ବହୁତ ସରଳ । ଓଡ଼ିଶାରେ ମୁଣ୍ଡା ଜାତିର ଲୋକମାନେ ଚାରିଆଡ଼େ ବିସ୍ତ୍ତ୍ରୁତ ହୋଇଅଛନ୍ତି । ପୂର୍ବେ ମୁଣ୍ଡା ଜାତିକୁ 'କିଲି' ବୋଲି କୁହା ଯାଉଥିଲା । ଏମାନେ ସାଧାରଣତଃ ଝାରଖଣ୍ଡ ଜିଲ୍ଲାରେ ବସବାସ କରନ୍ତି । ଏମାନେ ସାଧାରଣତଃ କୃଷି ଉପରେ ନିର୍ଭର କରନ୍ତି ।

ମୁଣ୍ଡା ଜାତି ର ଲୋକ ସଂସ୍କୃତି[ସମ୍ପାଦନା]

ଏହି ଜାତିର ଲୋକମାନେ ସାଧାଣଃ ମକ

ଆଧାର[ସମ୍ପାଦନା]