ମୀନଝୋଲା

ଉଇକିପିଡ଼ିଆ‌ରୁ
(ମୀନଝୋଲା, ଗୁଡ଼ାରୀରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମୀନଝୋଲା
(ମୀନଝୋଲା)
ଗାଆଁ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
248 m (814 ft)
Population
 (୨୦୧୧)
 • Total୩୭୧
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ମୀନଝୋଲା ରାୟଗଡ଼ା ଜିଲ୍ଲାର ଗୁଡାରି ନିକଟରେ ଅବସ୍ଥିତ । ତିନୋଟି ନଦୀର ମୁହାଣରେ ଥିବା ଶିବ ମନ୍ଦିର ପାଇଁ ଏହା ପ୍ରସିଦ୍ଧ ।[୧][୨][୩][୪] ଏହାଛଡା ରାୟଗଡ଼ା ଜିଲ୍ଲାର ଏହା ଏକ ପର୍ଯ୍ୟଟନସ୍ଥଳୀ ।[୫][୬] ବଣ, ପାହାଡ ଘେରା ନଦୀମଧ୍ୟରେ ଅବସ୍ଥିତ ଏହି ଶିବ ମନ୍ଦିରଟି ଶିବଭକ୍ତମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣର ସ୍ଥଳ ହେବା ସହିତ ବଣଭୋଜି କରିବାପାଇଁ ଏକ ପ୍ରକୃଷ୍ଟ ସ୍ଥାନ ।[୭][୮][୯] ଶିବରାତ୍ରି ସମୟରେ ବହୁସଂଖ୍ୟାରେ ଭକ୍ତ ଏଠାକୁ ଶିବପୂଜା ପାଇଁ ଆସନ୍ତି ।[୧୦][୧୧]

ଭୂଗୋଳ[ସମ୍ପାଦନା]

ମୀନଝୋଲାର ଭୌଗୋଳିକ ଅବସ୍ଥିତି ହେଉଛି 19° 31' 00″N and 83° 44' 44″E । ଏହା ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ା ଠାରୁ ୧୩୪ କି.ମି. ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ମୀନଝୋଲାର ମୋଟ ଲୋକସଂଖ୍ୟା ହେଉଛି ୩୭୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୮୨ ଓ ମହିଳା ସଂଖ୍ୟା ୧୮୯ ।

ଆଧାର[ସମ୍ପାଦନା]

  1. ""Important places of Rayagada district in 123orissa.com"". Archived from the original on 2015-06-26. Retrieved 2014-11-02.
  2. ""Tribal India tours"". Archived from the original on 2015-02-25. Retrieved 2014-11-02.
  3. "Tourism". Tourism Department. Retrieved 5 July 2015.
  4. "About Rayagada"
  5. Identified Tourist Centres of Odisha (PDF). Orissa Reference Annual-2011. pp. 521–532. Retrieved 24 June 2015.
  6. Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
  7. "About village Minajhola in onefivenine.com"
  8. "Tourist places of Rayaada"
  9. "Rayagada"Tourist places near Rayagada
  10. " Minajhola in odisha360 .com"
  11. ""General information of Rayagada district"". Archived from the original on 2014-09-24. Retrieved 2014-11-02.

ବାହାର ତଥ୍ୟ[ସମ୍ପାଦନା]