ମିଡ଼ିଆଉଇକି:Movepagetext

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ଫର୍ମଟି ବ୍ୟବହାର କରି ଆପଣ ତଳ ପୃଷ୍ଠାଟିକୁ ବଦଳାଇ ପାରିବେ, ଏହାର ସବୁ ଇତିହାସ ଏକ ନୂଆ ନାଆଁକୁ ବଦଳିଯିବ । ପୁରୁଣା ନାଆଁଟି ଏକ ପୁରୁଣା ନାଆଁ ଭାବରେ ଏହି ପୃଷ୍ଠା ଭାବରେ ବାଟ କଢ଼ାଇବ । ଆପଣ ମୂଳ ଲେଖାକୁ ସେହି ପୁରୁଣା ନାଆଁ ଦେଇ ଆପେଆପେ ପଢ଼ିପାରିବେ । ଯଦି ଆପଣ ଏହା ଚାହାନ୍ତି ନାହିଁ ତେବେ ଦୁଇଥର ଥିବା ପୃଷ୍ଠା ବା ଭଙ୍ଗା ଆଗ ପୃଷ୍ଠା ଦେଖି ପାରିବେ ।

ଲିଙ୍କସବୁ କେଉଁଠିକୁ ଯାଉଛି ତାହା ପାଇଁ ଆପଣ ଦାୟୀ ନୁହନ୍ତି ।

ମନେ ରଖନ୍ତୁ, ଆଗରୁ ଏହି ଏକା ନାଆଁରେ ପୃଷ୍ଠାଟିଏ ଥିଲେ ଏହି ପୃଷ୍ଠାଟି ଘୁଞ୍ଚିବ ନାହିଁ ଯେତେ ଯାଏଁ ଆଗ ପୃଷ୍ଠାଟିର କୌଣସି ବଦଳ ଇତିହାସ ନାହିଁ ସେତେ ବେଳ ଯାଏଁ ଏହା ଏମିତି ରହିବ । ଏହାର ମାନେ ହେଉଛି, ଆପଣ ଗୋଟିଏ ପୃଷ୍ଠାର ନାଆଁକୁ ତାର ପୁରୁଣା ନାଆଁ ଦେଇପାରିବେ, କିନ୍ତୁ ଆଗରୁ ଥିବା ପୃଷ୍ଠାଟି ଉପରେ ନୂଆ ପୃଷ୍ଠାଟିଏ ଚାପି ଦେଇପାରିବେ ନାହିଁ ।

ଜାଣି ରଖନ୍ତୁ! ଏହା ଏକ ଜଣାଶୁଣା ପୃଷ୍ଠାରେ ଆମୂଳଚୂଳ ଓ ଅଜଣା ବଦଳ କରିପାରେ; ନିଶ୍ଚିତ କରନ୍ତୁ ଆପଣ ଆଗକୁ ବଢ଼ିବା ଆଗରୁ ଏହାର ଫଳ ବାବଦରେ ଜାଣିଛନ୍ତି ।