ମାଂଗା

ଉଇକିପିଡ଼ିଆ‌ରୁ
ଜାପାନୀ ଅକ୍ଷର କାଂଜିରେ "ମାଂଗା"

ମାଂଗା (ଜାପାନୀ ଭାଷା: 漫画,まんが,マンガ, Manga) ହେଉଛି ଜାପାନରେ ତିଆରି ହୋଇଥିବା କଥାଚିତ୍ର ବା କମିକ୍ । ଜାପାନର ଏହି କଳା ଶୈଳୀ ବିଶ୍ୱରେ ବହୁତ ଲୋକ ପସନ୍ଦ କରନ୍ତି । ମାଂଗା ସବୁ ବୟସର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ। ଶୈଳୀରେ ବିଷୟଗୁଡ଼ିକର ଏକ ବ୍ୟାପକ ସୀମା ରହିଛି: ସାହସିକତା, ପ୍ରେମ, ଖେଳ, କାମୁକତା, ରହସ୍ୟ, ଡର, ଅଲୌକିକ, କଳ୍ପନା, ଦୈନିକ ଜୀବନ, ହାରେମ୍, ଐତିହାସିକ, ହାସ୍ୟ, ନାଟକ, କିଶୋର-କିଶୋରୀ, ଇତ୍ୟାଦି ।

ବ୍ୟୁତ୍ପତି[ସମ୍ପାଦନା]

ଇତିହାସ ଓ ବିଶେଷତା[ସମ୍ପାଦନା]

ଏକ ପୁରୁଣା ମାଂଗା

ପ୍ରକାଶନା[ସମ୍ପାଦନା]

ଜାପାନରେ ଏକ ମାଂଗା ଦୋକାନ
ଅନେକ ମାଂଗାରେ ବିଲେଇ-ଝିଅମାନଙ୍କ ଉଲ୍ଲେଖ ରହିଥାଏ

ବିଦେଶରେ[ସମ୍ପାଦନା]

ଅନ୍ତର୍ଜାତିକ ମାଂଗା ସଂଗ୍ରହାଳୟ

ଅଧିକ ତଥ୍ୟ[ସମ୍ପାଦନା]