ମା

ଉଇକିପିଡ଼ିଆ ରୁ
ଅନେକ ଗୁଡ଼ିଏ ଶବ୍ଦ ଏହି ପୃଷ୍ଠାକୁ ବାଟ କଢ଼ାଇଥାଏ । ବାକି ସବୁ ବ୍ୟବହାର ପାଇଁ ମା (ବହୁବିକଳ୍ପ), ମା (୧୯୫୯ର ସିନେମା), ଜନନୀ (୧୯୮୪ର କଥାଚିତ୍ର), ବୋଉ (୨୦୦୦ର କଥାଚିତ୍ର) ଦେଖନ୍ତୁ ।

ମା, ମାଆ, ବୋଉ ବା ଜନନୀ ଜଣେ ସନ୍ତାନକୁ ଜନ୍ମ ଦେଇଥିବା, ଏକ ଶିଶୁକୁ ବଢ଼ାଇକୁଢ଼ାଇ ବଡ଼ କରିଥିବା ଓ ମାଆର ଭୂମିକା ନିଭାଥିବା ନାରୀକୁ କୁହାଯାଇଥାଏ ।[୧] ମାଆର ଭୂମିକାରେ ଜଟିଳପଣ ଓ ନିଆରାପଣ ସାମାଜିକତା, ଚଳଣିର ପ୍ରଭାବରୁ ଏହି "ମା" ପାଇଁ ସଜ୍ଞା ତିଆରି କରିବା କଷ୍ଟକର । "ମା"ର ପରିପୂରକ ବାପା

ଦ୍ରଷ୍ଟବ୍ୟ[ସମ୍ପାଦନା]

ଆଗକୁ ପଢ଼ିବେ[ସମ୍ପାଦନା]