ମହମ୍ମଦ ବିନ କାସିମ
ଉଇକିପିଡ଼ିଆ ରୁ
| ଇମାଦ-ଉଦ୍ଦିନ ମହମ୍ମଦ ବିନ କାସିମ ବିନ ୟୁସୁଫ ସକିଫି | |
|---|---|
ଯୁଦ୍ଧରେ ସେନାମାନଙ୍କ ନେତୃତ୍ୱ କରୁଥିବା ମହମ୍ମଦ ବିନ କାସିମ |
|
| ଜନ୍ମ ଓ ଜନ୍ମସ୍ଥାନ | ୩୧ ଡିସେମ୍ବର ୬୯୫ ଆରବର ତାଇଫ |
| ତିରୋଧାନ | ୧୮ ଜୁଲାଇ ୭୧୫ |
ମହମ୍ମଦ ବିନ କାସିମ ହେଉଛନ୍ତି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଭାରତର ପ୍ରଥମ ମୁସଲମାନ ଆକ୍ରମଣକାରୀ। ଏ ଖ୍ରୀଷ୍ଟାବ୍ଦ ୭୧୧ରେ ଭାରତ ଆକ୍ରମଣ କରି ସିନ୍ଧୁର ରାଜା ଦହିରଙ୍କୁ ପରାସ୍ତ କରି ଆଲୋର ଓ ବ୍ରହ୍ମଣାବାଦ ଆଦି ନଗରମାନ ଲୁଣ୍ଠନ କରି ସିନ୍ଧୁ ଅଧିକାର କଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କର ବଂଶଧରମାନେ ସୌବୀର ନାମକ କ୍ଷତ୍ରିୟମାନଙ୍କଦ୍ୱାରା ୭୬୦ ଖ୍ରୀଷ୍ଟାବ୍ଦରେ ଭାରତରୁ ବିତାଡ଼ିତ ହେଲେ। [୧]
ଆଧାର [ସମ୍ପାଦନା]
- ↑ ଟୋଗଲକ "ମହମ୍ମଦ ଟୋଗଲକ". ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. http://www.srujanika.org/dictionary.php?dictid=1&localopt=1&charno=40&spgno=411&epgno=446&spdfno=6192/ମହମ୍ମଦ ଟୋଗଲକ. Retrieved 2013-01-26.