ମନୋଜ ମିଶ୍ର

ଉଇକିପିଡ଼ିଆ‌ରୁ
ମନୋଜ ମିଶ୍ର
ଜନ୍ମ
ଜାତୀୟତା ଭାରତୀୟ
ବୃତ୍ତିକଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ୨୦୦୭-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା
ସମ୍ପର୍କୀୟଚିନ୍ମୟ ମିଶ୍ର[୧]

ମନୋଜ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ସୁନା ସଙ୍ଖାଳୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟକ ଭାବରେ ପ୍ରବେଶ କରିଥିଲେ ।[୨] ମନୋଜ ଓଡ଼ିଆ କଥାଚିତ୍ର ଜଗତ ବ୍ୟତୀତ ତାମିଲ କଥାଚିତ୍ର ଜଗତର କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।







ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ବାହାଘର ପାଇଁ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.{{cite news}}: CS1 maint: unrecognized language (link)
  2. "ଏହି ଓଲିଉଡ ଖଳନାୟକ ମନୋଜ ମିଶ୍ର ବନିଲେ ରାଘବ, ଜାଣନ୍ତୁ କ'ଣ ଘଟୁଛି". sambad.in. 3 June 2018. Retrieved 6 June 2018.

ବାହାର ଆଧାର[ସମ୍ପାଦନା]