ଭୋଜନାଳୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଭୋଜନାଳୟ (ଇଂରାଜୀ ଭାଷା:Restaurant) ଏକ ଜାଗା ଯେଉଁଠି ଭୋଜନ ଖାଇବାକୁ ମିଳେ। ଏଠାରେ ଗ୍ରାହକଙ୍କ ଇଛା ହିସାବ ରେ ଖାଦ୍ୟ ତିଆରି ହୋଇ ପରସା ଜାଏ। ଗ୍ରାହକଙ୍କୁ ନିଜ ଖାଇବା ବଦଳରେ ପଇସା ପୈଠ କରିବାକୁ ପଡେ। ଆଜି କାଲି ଭୋଜନାଳୟ ରୁ ଭୋଜନ କିଣି ଘରକୁ ଭି ଆଣି ହଊଛି।

PerSe.jpg