ଭୋଗରାଇ (ବିଧାନସଭା ନିର୍ବାଚନମଣ୍ଡଳୀ)

ଉଇକିପିଡ଼ିଆ ରୁ
ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୦୯): ୧,୯୦,୭୮୫
ଜିଲ୍ଲା: ବାଲେଶ୍ଵର
ଲୋକସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ଵର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଭୋଗରାଇ (କ୍ରମିକ ସଂଖ୍ୟା: ୩୬) ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନମଣ୍ଡଳୀ[୧] ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭୋଗରାଇ ବ୍ଳକ ।[୨][୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନନ୍ତ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକେଶ୍ୱର ପାତ୍ରଙ୍କଠାରୁ ୧୭,୬୫୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଭୋଗରାଇ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଅନନ୍ତ ଦାସ ୭୩,୪୭୪ ୫୩.୩୪ -
କଂଗ୍ରେସ କାର୍ତ୍ତିକେଶ୍ୱର ପାତ୍ର ୫୫,୮୨୪ ୪୦.୫୩ -
ଭାଜପା ରମାକାନ୍ତ ବେହେରା ୬,୪୬୮ ୪.୭୦ -
ବସପା ସୁଦର୍ଶନ ଜେନା ୭୮୨ ୦.୫୭ -
କଳିଙ୍ଗ ସେନା ମଧୁସୂଦନ ପାଣିଗ୍ରାହୀ ୬୩୦ ୦.୪୬ -
ସମୃଦ୍ଧ ଓଡ଼ିଶା ଆଶିଷ କୁମାର ଦାସ ୫୭୪ ୦.୪୨ -
ଭୋଟ ବ୍ୟବଧାନ ୧୭,୬୫୦ ୧୨.୮୧* -
ମତଦାନ ହାର ୧,୩୭,୭୭୩ ୭୨.୨୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୬][୭]

  • ୨୦୦୯: (୩୨): ଅନନ୍ତ ଦାସ (ବିଜଦ)
  • ୨୦୦୪: (୧୧): ଅନନ୍ତ ଦାସ (ବିଜଦ)
  • ୨୦୦୦: (୧୧): ଡ. କମଳା ଦାସ (ବିଜଦ)
  • ୧୯୯୫: (୧୧): ଡ. କମଳା ଦାସ (ଜନତା ଦଳ)
  • ୧୯୯୦: (୧୧): ଡ. କମଳା ଦାସ (ଜନତା ଦଳ)
  • ୧୯୮୫: (୧୧): ଉମାରାଣୀ ପାତ୍ର (କଂଗ୍ରେସ)
  • ୧୯୮୦: (୧୧): କାର୍ତ୍ତିକେଶ୍ୱର ପାତ୍ର (କଂଗ୍ରେସ-ଇ)
  • ୧୯୭୭: (୧୧): ସୁଶାନ୍ତ ଚାନ୍ଦ (ଜନତା)
  • ୧୯୭୪: (୧୧): କାର୍ତ୍ତିକେଶ୍ୱର ପାତ୍ର (କଂଗ୍ରେସ)
  • ୧୯୭୧: (୧୧): କାର୍ତ୍ତିକେଶ୍ୱର ପାତ୍ର (କଂଗ୍ରେସ)
  • ୧୯୬୭: (୧୧): ପ୍ୟାରୀମୋହନ ଦାସ (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୬୧: (୧୨୯): ପ୍ୟାରୀମୋହନ ଦାସ (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୫୧: (୫୨): ଶଶିକାନ୍ତ ଭଞ୍ଜ (ସ୍ୱାଧୀନ)

ଆଧାର[ସମ୍ପାଦନା]