ଭାରତୀୟ ସ୍ଥଳସେନା

ଉଇକିପିଡ଼ିଆ ରୁ

ଭାରତୀୟ ସ୍ଥଳସେନା (IA, Devanāgarī: भारतीय थलसेना, Bhāratīyan Thalasēnā) ହେଉଛି ଭାରତୀୟ ସଶସ୍ତ୍ର ସେନାର ସବୁଠାରୁ ବଡ଼ ଅଂଶ।

Flag of Indian Army.svg

ଆନ୍ତର୍ଜାତୀୟ ସାମରିକ ଅଧ୍ୟୟନ ସଂସ୍ଥାନ (International Institute for Strategic Studies)(IISS) ଅନୁସାରେ ୨୦୧୦ରେ ସ୍ଥଳସେନାରେ ୧,୧୨୯, ୯୦୦ ଜଣ ସକ୍ରିୟ ସେନା (active personnel ) ଓ ୯୬୦,୦୦ ଜଣ ଆରକ୍ଷିତ ସେନା(reserve personnel) ରହିଛନ୍ତି।,[୧] ଏହା ଭାରତୀୟ ସ୍ଥଳସେନାକୁ ବିଶ୍ୱର ସର୍ବ ବୃହତ୍ ସ୍ୱୈଚ୍ଛିକ ସେନାର ଗୌରବ ପ୍ରଦାନ କରିଛି। [୨][୩]

ଆଧାର [ସମ୍ପାଦନା]