ଭାରତୀୟ ବାୟୁସେନା
ଉଇକିପିଡ଼ିଆ ରୁ
ଭାରତୀୟ ବାୟୁସେନା ବା Indian Air Force (IAF; Devanāgarī: भारतीय वायु सेना, Bhartiya Vāyu Senā) ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଂଗ। ଭାରତୀୟ ଆକାଶ କ୍ଷେତ୍ରର ସୁରକ୍ଷା ଓ ସଂଘର୍ଷ ସମୟରେ ଆକାଶ ପଥରେ ଯୁଦ୍ଧ କରିବା ହେଉଛି ଏହାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଏହା ବିଧିବଦ୍ଧ ଭାବରେ ୮ ଅକ୍ଟୋବର ୧୯୩୨ରେ ବ୍ରିଟିଶ ରାଜତ୍ୱ ଅଧିନରେ ସ୍ଥାପିତ ହୋଇଥିଲା। ଏହାକୁ ରାଜକୀୟ ବାୟୁସେନାର ଉପାଧି ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅବଦାନ ପାଇଁ ମିଳିଥିଲା। ୧୯୪୭ରେ ଭାରତ ସ୍ୱାଧୀନ ହେଲାପରେ ଏହି ଉପଢୌକନକୁ ବାହାର କରିଦିଆଯାଇଥିଲା।
ଆଧାର[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Indian Air Force ଉପରେ ମାଧ୍ୟମ ରହିଅଛି |
- Official website of The Indian Air Force
- Indian Air Force on bharat-rakshak.com
- Global Security article on Indo-Pakistani Wars
- Designators Batches of Indian Air Force
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |