ଭାରତୀୟ ତଟ-ରକ୍ଷକ
ଉଇକିପିଡ଼ିଆ ରୁ
ଭାରତୀୟ ତଟ ରକ୍ଷକ (Hindi: भारतीय तटरक्षक, Bhāratīya Taṭarakṣaka) (ICG) ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଂଗ। ଭାରତୀୟ ସମୁଦ୍ର ତଟର ସୁରକ୍ଷା ଓ ସାମୁଦ୍ରିକ ନିୟମକୁ କ୍ଷେତ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ଜଳ (ସନ୍ନିହିତ କ୍ଷେତ୍ର ଓ ବିଶେଷ ଆର୍ଥିକ କ୍ଷେତ୍ର ସମେତ) ଉପରେ ଲାଗୁ କରାଇବା ହେଉଛି ଏହାର ମୁଖ୍ୟ କାମ।
ଭାରତୀୟ ତଟ ରକ୍ଷକ ବା ଆଇ. ସି. ଜି. (ICG) ବିଧିବଦ୍ଧ ଭାବରେ ୧୮ ଅଗଷ୍ଟ ୧୯୭୮ରେ ‘‘ତଟରକ୍ଷକ ଅଧିନିୟମ ୧୯୭୮’’ ଅନ୍ତର୍ଗତ (Coast Guard Act, 1978) ଭାରତୀୟ ସଶସ୍ତ୍ର ବାହିନୀ ହିସାବରେ ସ୍ଥାପିତ ହେଲା। ଏହା କେନ୍ଦ୍ର ରକ୍ଷା ମନ୍ତ୍ରଣାଳୟର ରକ୍ଷା ବିଭାଗ (Department of Defence) ଅଧିନରେ କାମ କରିଥାଏ। [୧]
ଆଧାର [ସମ୍ପାଦନା]
- ↑ "About the Ministry". Ministry of Defence, Government of India. http://mod.nic.in/aboutus/welcome.html. Retrieved 2012-05-03.
