ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ

ଉଇକିପିଡ଼ିଆ ରୁ

ଦିଗବାରେଣି: 12°58′0″N 77°34′0″E / 12.966667°N 77.566667°E / 12.966667; 77.566667

Indian Space Research Organization
ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ
Indian Space Research Organisation Logo.svg
Established ଅଗଷ୍ଟ 15, 1969 (1969-08-15) (45 years ago)
(Superseded INCOSPAR)
Headquarters ବାଙ୍ଗାଲୋର
Primary spaceport ସତୀଶ ଧାୱନ ମହାକାଶ କେନ୍ଦ୍ର
Motto Space technology in the service of human kind.
Administrator K. Radhakrishnan, Chairman
Budget Indian Rupee ₹  ୫୬ billion (US$୧.୨୪ billion) (2013-14)[୧]
Website isro.org

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଇସରୋ ପୃଥିବୀର ଛଅଟି ବଡ ସରକାରୀ ଅନ୍ତରୀକ୍ଷ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ESA, ଚୀନର CNSA ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ସ୍ଵାର୍ଥରେ ଏହାର ପ୍ରୟୋଗ ।[୨]

ଏହା ୧୯୬୯ ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସରୋର ମୁଖ୍ୟ କାର୍ଯାଳୟ ବାଙ୍ଗାଲୋର ଠାରେ ସ୍ଥିତ । ଏହା ଭରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]