ଭଦ୍ରକ (ଲୋକସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ

'ଭଦ୍ରକ' ଓଡ଼ିଶାର ଏକ ଲୋକସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]


  1. ସୋର
  2. ଶିମୂଳିଆ
  3. ଭଣ୍ଡାରିପୋଖରୀ
  4. ଭଦ୍ରକ
  5. ବାସୁଦେବପୁର
  6. ଧାମନଗର
  7. ଚାନ୍ଦବାଲି

ସାଂସଦ[ସମ୍ପାଦନା]

  • ଅର୍ଜୁନ ଚରଣ ସେଠୀ (ବିଜୁ ଜନତା ଦଳ)

ଆଧାର[ସମ୍ପାଦନା]

ଆଉରି ଦେଖନ୍ତୁ[ସମ୍ପାଦନା]