ବ୍ୟବହାରକାରୀ:Raghunathdas

ଉଇକିପିଡ଼ିଆ‌ରୁ

ସମାଜ ଲୋକମାନଙ୍କ ପାରସ୍ପରିକ ସଂପର୍କରେ ଗଢ଼ା । ଯେଉଁ ଶାସ୍ତ୍ରରେ ସମାଜ ଓ ଏହାର ସଦସ୍ୟ ତଥା ବ୍ୟକ୍ତିମାନଙ୍କର ଚଳଣି, ଆଚରଣ ବିଧି, ନୀତି, ନିୟମ ଇତ୍ୟାଦି ବିଷୟରେ ଆଲୋଚନା,ପଠନ ଓ ଗବେଷଣା କରାଯାଇଥାଏ ତାହାକୁ ସମାଜବିଜ୍ଞାନ କୁହାଯାଇଥାଏ । ଏହାକୁ ବର୍ତ୍ତମାନ ମହାବିଦ୍ୟାଳୟ,ବିଶ୍ଵବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ପ୍ରଦାନ କରାଯାଉଛି ।