ବ୍ୟବହାରକାରୀ:Himansu Sekhar Fatesingh/ହିମାଂଶୁ ଶେଖର ଫତେସିଂହ

ଉଇକିପିଡ଼ିଆ‌ରୁ
ହିମାଂଶୁ ଶେଖର୍ ଫତେସିଂହ
ଜନ୍ମ ଓ ଜନ୍ମସ୍ଥାନ୨୦ଫେବ୍ରୁୟରୀ, ୧୯୭୨
ବାଲିଗାଡିଆ, ଜଂକିଆ, ଖୋର୍ଧା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ପୁରସ୍କାରଜନପ୍ରିୟ ବିଜ୍ଞାନ ପୁରସ୍କାର, ପ୍ରକୃତି ବନ୍ଧୁ ପୁରସ୍କାର


ହିମାଂଶୁ ଶେଖର ଫତେସିଂହ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଜଂକିଆ ନିକଟସ୍ଥ ବାଲିଗାଡିଆ ଗ୍ରାମରେ ୧୯୭୨ ମସିହା ଫେବ୍ରୁୟାରୀ ୨୦ ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଜନପ୍ରିୟ ବିଜ୍ଞାନ ଲେଖକ । ସେ ୨୨ ଖଂଡ ବିଜ୍ଞାନ ଭିତ୍ତିକ ପୁସ୍ତକର ରଚୟିତା !

ରଚନାବଳୀ[ସମ୍ପାଦନା]

ଜନପ୍ରିୟ ବିଜ୍ଞାନ ପୁସ୍ତକ[ସମ୍ପାଦନା]

  1. ଆମ ମାପ ଯନ୍ତ୍ର ବିଜ୍ଞାନ
  2. ଆମ ମଂଗଳ ବିଜ୍ଞାନ
  3. ଆମ ଜହ୍ନରାଇଜ ବିଜ୍ଞାନ
  4. ଆମ ଗ୍ରହାଣୁ ବିଜ୍ଞାନ
  5. ଆମ ଧୂମକେତୁ ବିଜ୍ଞାନ
  6. ଆମ ଶୁକ୍ର ବିଜ୍ଞାନ
  7. ଆମ ଶନି ବିଜ୍ଞାନ
  8. ଆମ ବାମନ ଗ୍ରହ ବିଜ୍ଞାନ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶିଶୁ ସାହିତ୍ୟ ସମ୍ମାନ: ଶିଶୁ ସାହିତ୍ୟ ସଂସଦ, କେନ୍ଦୁଝର, ୨୦୧୧
  • ପ୍ରକୃତି ବନ୍ଧୁ: ଓଡିଶା ସରକାର, ୨୦୧୦
  • ଗୋପୀନାଥ ମହାନ୍ତି ପ୍ରତିଭା ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି (୨୦୦୯)
  • ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ, ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ, ପୁରୀ (୨୦୦୬)
  • ଇସ୍ୱା ସମ୍ମାନ, ଭାରତୀୟ ବିଜ୍ଞାନ ଲେଖକ ସଂଘ, ନୂଆଦିଲ୍ଲୀ (୨୦୦୬)
  • ସୁକୁମାର-ସୁନନ୍ଦା ଜନପ୍ରିୟ ବିଜ୍ଞାନ ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି, କଟକ (୨୦୦୫)

ଆଧାର[ସମ୍ପାଦନା]