ବ୍ୟବହାରକାରୀ:Ansumang/umsgs

ଉଇକିପିଡ଼ିଆ‌ରୁ

ଖାତା ଖୋଲିବା ପାଇଁ ଅନୁରୋଧ[ସମ୍ପାଦନା]

ଆଦରର <NAME>, ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ। ଆପଣ ନିଜ ବିଷୟରେ ଲେଖି ପାରିବେ କିନ୍ତୁ ପ୍ରଥମେ ଏକ ଖାତା (account) ଖୋଲିବାକୁ ହେବ। ତାପରେ ନିଜ ବ୍ୟବହାରକାରୀ ପୃଷ୍ଠାରେ ଲେଖିପାରିବେ । ଯେମିତି କି ମୁଁ ଲେଖିଛି [[User:Ansumang]] । ଖାତା ଖୋଲିବା ପାଇଁ ଏଇ ଲିଙ୍କକୁ ଯାଆନ୍ତୁ [[Special:UserLogin/signup]] । ତାପରେ username, password ଆଉ email ID ଦେଇ ଖାତାଟିଏ ଖୋଲନ୍ତୁ । ଖୋଲିସାରିବା ପରେ ଆପଣଙ୍କ userpageର ଲିଙ୍କକୁ ସଭା ଉପରେ ଦେଖି ପାରିବେ। କିଛି ପ୍ରଶ୍ନ ଥିଲେ ମୋତେ ପଚାରିପାରିବେ । ଧନ୍ୟବାଦ :-) ~~~~
ଆଦରର ବନ୍ଧୁ, ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ। ଉଇକିପିଡ଼ିଆରେ ଲେଖିବା ପୂର୍ବରୁ, ଖାତା (account) ଟିଏ ଖୋଲିବାକୁ ଅନୁରୋଧ । ଏହାଦ୍ଵାରା ଆପଣଙ୍କ ଅବଦାନ ସବୁ ସୁରକ୍ଷିତ ହୋଇ ରହିବ ଏବଂ ସମସ୍ତେ ମଧ୍ୟ ଦେଖିପାରିବେ । ଖାତା ଖୋଲିବା ପାଇଁ ଏଇ ଲିଙ୍କକୁ ଯାଆନ୍ତୁ [[Special:UserLogin/signup]], ତାପରେ username, password ଆଉ email ID ଦେଇ ଖାତାଟିଏ ଖୋଲନ୍ତୁ । ପ୍ରତିଥର ସମ୍ପାଦନା ପୂର୍ବରୁ, ଆପଣ ଲଗ ଇନ ଅଛନ୍ତି କି ନା ଦେଖି ନିଅନ୍ତୁ । କିଛି ପ୍ରଶ୍ନ ଥିଲେ ମୋତେ ପଚାରିପାରିବେ । ଧନ୍ୟବାଦ :-) ~~~~

License/ସତ୍ତ୍ଵ[ସମ୍ପାଦନା]

ବନ୍ଧୁ ନମସ୍କାର, ଆପଣ ଯେଉଁ ଏହି [//or.wikipedia.org/w/index.php?title=ବିଶେଷ:ଲଗ&action=view&type=upload&user=USERNAME ଫାଇଲମାନ ଅପଲୋଡ଼] କରିଛନ୍ତି, ତାହାର license ଦେଇ ନାହାନ୍ତି । ବିନା licenseରେ ରଖିହେବନି । ସାହାଯ୍ୟ ପାଇଁ ଏହି ପୃଷ୍ଠା [[commons:Commons:Choosing a license|]] ଓ [[commons:Commons:Licensing|]] ଦେଖନ୍ତୁ । ଧନ୍ୟବାଦ :-) ~~~~

ଛବି ଅପଲୋଡ଼[ସମ୍ପାଦନା]

ବନ୍ଧୁ ନମସ୍କାର, ଅଶେଷ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଆପଣ ଯେଉଁ ଛବି ଅପଲୋଡ଼ କରିଛନ୍ତି ତାହାର ସଠିକ ଜାଗା [[:commons:|commons]] । ଆପଣ ନିଜେ ଉଠାଇଥିବା ଛବି ଯାହା "Public Domain", "cc-by-sa" ବା "Free Work" ସତ୍ତ୍ଵ ଭାବେ ଅପଲୋଡ଼ କରୁଛନ୍ତି ତାହାକୁ [[:commons:upload|commons]]ରେ ଅପଲୋଡ଼ କରନ୍ତୁ । [[:commons:|commons]] ହେଉଛି ସାର୍ବଜନିକ; ସମସ୍ତ ଉଇକିମିଡ଼ିଆ ସାଇଟକୁ ଫାଇଲ ଲିଙ୍କ କରିହେବ, ନ ହେଲେ ପୁଣି ଏଠୁ commonsକୁ ସ୍ଥାନାନ୍ତରଣ କରିବାକୁ ହେବ । ତା ପାଇଁ ପୁଣି କାହାକୁ ସମୟ ଦେବାକୁ ପଡ଼ିବ । ସେଠି କଲେ ଗୋଟିଏ ଫାଇଲକୁ ଅଧିକ ସାଇଟରେ; ଅନ୍ୟ ଭାଷାରେ ଥିବା ଉଇକି ସାଇଟରେ ବ୍ୟବହାର କରିହେବ, କିନ୍ତୁ ଏଠି କଲେ ଅନ୍ୟାନ୍ୟ ଇଉକି ସାଇଟରେ ବ୍ୟବହାର କରି ହେବନି । ଏଠି ଆପଣ "Fair-Use image"; ଯେମିତିକି ସିନେମା ପୋଷ୍ଟର, କମ୍ପାନି ଲୋଗୋ ଇତ୍ୟାଦି କରି ପାରିବେ, ଯାହା commonsରେ ଅପଲୋଡ଼ କରି ହେବନି । କିଛି ପ୍ରଶ୍ନ ଥିଲେ ମୋତେ ପଚାରି ପାରିବେ । ଧନ୍ୟବାଦ ~~~~

ବ୍ୟବହାରକାରୀଙ୍କ ଛବି[ସମ୍ପାଦନା]

ବନ୍ଧୁ ନମସ୍କାର, ଆପଣ [[IMAGE LINK |ଏହି ଛବିଟିକୁ]] ଦୟାକରି [[:commons:|commons:]]କୁ ଘୁଞ୍ଚାଇନେବେ ? ଏଠାରେ ଯଉଁ ଛବି ନ ରହି ପାରିବ ଯେମିତି କି "Fair-Use image" ଆମେ ରଖୁଛୁ । Commonsରେ ଆପଣ ନିଜର ଛବି [[:commons:Category:Users|Category:Users]]ରେ ରଖିପାରିବେ, ଉଦାହରଣ ପାଇଁ ଏହି ଛବିଟି [[commons:File:Subhashish Panigrahi.png|File:Subhashish Panigrahi.png]] ଦେଖନ୍ତୁ । ଆପଣ ଗୋଟିକରୁ ଅଧିକ ଛବି ସେଠାରେ ଅପଲୋଡ଼ କରିପାରିବେ । ଧନ୍ୟବାଦ :) ~~~~

ଆପଣଙ୍କ ମତ ଗୁରୁତ୍ଵପୂର୍ଣ୍ଣ; ଉଇକିପିଡ଼ିଆ ପରିଚାଳନାରେ ଭାଗ ନିଅନ୍ତୁ[ସମ୍ପାଦନା]

ବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "[[ଉଇକିପିଡ଼ିଆ:ମାସର ବଛା ଲେଖା|ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା]]ରେ ରଖାଯିବ", "[[ଉଇକିପିଡ଼ିଆ:ବଛା ଛବି|ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠା]]ରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ [[ଉଇକିପିଡ଼ିଆ ଆଲୋଚନା:ଆଲୋଚନା ସଭା|]]ରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ [[File:Face-smile.svg|20px]] ~~~~

Other messages[ସମ୍ପାଦନା]

Hello, I have <span class="plainlinks">[http://or.wikipedia.org/w/index.php?title=Special:Log&type=rights&user=&page=User:{{urlencode:{{PAGENAME}}}} enabled]</span> rollback on your account. Use only to revert clear cases of vandalism and your own edit. For more read [[en:Wikipedia:Rollback|]] and [[en:Wikipedia:New admin school/Rollback|]]. Let me know if you have any questions or you want me to remove the right. :-) ~~~~


{{Wikipedia:Teahouse/Invitation | sign= ~~~~ | message= you are invited to join other new editors and friendly hosts in the [[WP:Teahouse|Teahouse]]. An awesome place to meet people, ask questions and learn more about Wikipedia. Please join us! }}


{{Wikipedia:Teahouse/Thank you | sign= ~~~~ | message= thank you for stopping by the [[WP:Teahouse|Teahouse]]. Wikipedia is a community of people working together to make knowledge free. You are an important part of that effort! }}