ବ୍ୟବହାରକାରୀଙ୍କ ଆଲୋଚନା:Zephyrmaten

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୁଁ --ସୁଭ ପା/Subhashish Panigrahi ୧୮:୫୦, ୬ ମାର୍ଚ ୨୦୧୧ (UTC) , ଓଡ଼ିଆ ଉଇକିକୁ ତମକୁ ପାଛୋଟି ନେଉଛି, ଆଗାମି ରବିବାର କଟକ ରେ ଉଇକିପିଡ଼ିଆର କରମଶାଳାଟିଏ ହେଉଛି, ଯଦି ପାରିବ ସେଟାକୁ ଯିବା ପାଇଁ ଚେଷ୍ଟା କର ।

Join our mailing list[ସମ୍ପାଦନା]

join this mail list https://lists.wikimedia.org/mailman/listinfo/wikipedia-or so that u will be informed, can take part & can keep track on all ongoing discussions in odia wiki... (Srikant Keida) ଓଡିଶା talk ୦୭:୨୫, ୭ ମାର୍ଚ ୨୦୧୧ (UTC)

ପାଛୋଟା!

ଓଳିଗି, ଓଡ଼ିଆ ଉଇକିପିଡ଼ିଆକୁ Zephyrmaten ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! ସୁଭ ପା/Subhashish Panigrahi ୧୬:୨୬, ୭ ମାର୍ଚ ୨୦୧୧ (UTC)

...with help from Wikipedia editors like you!

ଓଡିଶା talk ୧୮:୫୮, ୮ ମାର୍ଚ ୨୦୧୧ (UTC)

Standard Odia/Oriya[ସମ୍ପାଦନା]

Please comments ଉଇକିପିଡ଼ିଆ:ଆଲୋଚନା_ସଭା#Standard_Odia.2FOriya. And fixed the issue. Jayantanth (ମୋ କଥା) ୧୮:୩୫, ୧୯ ଏପ୍ରିଲ ୨୦୧୧ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର Zephyrmaten,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୪:୫୧, ୮ ଅଗଷ୍ଟ ୨୦୧୧ (UTC)

ପୁନରାଗମନ ପାଇଁ ଅଭିନନ୍ଦନ ;)[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ପୁନରାଗମନ ପାଇଁ ଅଭିନନ୍ଦନ ଭାଇ । ଆଜି ଗୋଟେ ଭଲ ବେଳାରେ ରାତି ପାହିଲା ଯାହା ଜଣାପଡ଼ୁଛି :) --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୮:୩୩, ୧୭ ମାର୍ଚ୍ଚ ୨୦୧୩ (UTC)

Excellent and Thanks[ସମ୍ପାଦନା]

Hi Sambidhan. It was wonderful meeting you. Heard you are back on Odia Wikipedia and are quite active. Excellent!!! Thank you for considering my request. Keep up the good work. I hope you have remembered the promise you made to me about growing the Odia Wikipedia Vishnu (talk)୧୧:୪୩, ୨୧ ମାର୍ଚ୍ଚ ୨୦୧୩ (UTC)