ବ୍ୟବହାରକାରୀଙ୍କ ଆଲୋଚନା:Tjibbe I

Page contents not supported in other languages.
ଉଇକିପିଡ଼ିଆ‌ରୁ

ପାଛୋଟା!

ଓଳିଗି, Tjibbe I ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୦୮:୦୫, ୨ ଜୁଲାଇ ୨୦୧୧ (UTC)
Thank you for your welcome. --Tjibbe I (ମୋ ଆଲୋଚନା) ୨୦:୫୪, ୨ ଜୁଲାଇ ୨୦୧୧ (UTC)
Wikipedia:Babel
or-0 ଏହି ବ୍ୟବହାରକାରୀ ଓଡ଼ିଆରେ ଲେଖାଲେଖି କରିବା ଜାଣି ନାହାନ୍ତି



en-3 This user is able to contribute with an advanced level of English.
ଛାଞ୍ଚ:User nl
Search user languages

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର Tjibbe I,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୪:୪୨, ୮ ଅଗଷ୍ଟ ୨୦୧୧ (UTC)