ବ୍ୟବହାରକାରୀଙ୍କ ଆଲୋଚନା:Sanjaya kumar behera

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Sanjaya kumar behera, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୧୫:୦୮, ୨୦ ଅଗଷ୍ଟ ୨୦୧୪ (UTC)

A barnstar for you![ସମ୍ପାଦନା]

The Editor's Barnstar
ସଞ୍ଜୟ ଭାଇ ନମସ୍କାର,

ନନୋ ଟେକ୍ନୋଲୋଜି ବିଷୟରେ ଆପଣଙ୍କ ଅବଦାନ ପାଇଁ ଆଗ୍ରହ ଦେଖି ବହୁତ ଖୁସି ଲାଗିଲା । ଓଡ଼ିଆ ଉଇକିପିଡିଆରେ ଆପଣଙ୍କ ଅବଦାନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ଆପଣ ଆପଣଙ୍କ ଲେଖାକୁ ଅଧିକ ତଥ୍ୟ ଭିତ୍ତିକ କରିବା ପାଇଁ ଯଦି ଚାହୁଁଥାନ୍ତି ତେବେ ଇଂରାଜୀ ଉଇକିପିଡିଆର Nanotechnology ବିଷୟଟିକୁ ଅନୁବାଦ ମଧ୍ୟ କରିପାରିବେ । ଯଦି କିଛି ସାହାଯ୍ୟ ଆବଶ୍ୟକ ହୁଏ ତେବେ ଉପରେ ଥିବା "ନୂଆ ଯୋଡନ୍ତୁ" ବତମ କ୍ଲିକ କରି ନିଜ ପ୍ରଶ୍ନ ପଚାରିପାରିବେ । ଧନ୍ୟବାଦ । -- ଶିତିକଣ୍ଠ (ଆଲୋଚନା) ୦୫:୦୫, ୨୩ ଅଗଷ୍ଟ ୨୦୧୪ (UTC)

ନାନୋ ଟେକ୍ନୋଲୋଜି[ସମ୍ପାଦନା]

ଏହା ବିଷୟରେ ଅଧିକ କିପରି ଜାଣିପାରିବି ଦୟାକରି କହିବେ।