ବ୍ୟବହାରକାରୀଙ୍କ ଆଲୋଚନା:117.99.194.129

Page contents not supported in other languages.
ଉଇକିପିଡ଼ିଆ‌ରୁ

ମହାଶୟ, ଓଡ଼ିଆ ଉଇକିପିଡିଆରେ ଆପଣଙ୍କ ସୁଧାର ପାଇଁ ଧନ୍ୟବାଦ, ଲଗ-ଇନ ହୋଇ କଲେ ଭଲ ହେବ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୬, ୨୩ ମାର୍ଚ୍ଚ ୨୦୧୪ (UTC)

ଆଉ ଶ୍ରେଣୀକୁ କେବେବି "Speedy Delete" ଟାଗ କରାଯାଏନି ଖାସକରି ଯେତେବେଳେ ତାଭିତରେ ଗୁଡାଏ ପୃଷ୍ଠା ଥାଏ! ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୧୯:୦୧, ୨୩ ମାର୍ଚ୍ଚ ୨୦୧୪ (UTC)

ଏହା ଖାତାଟିଏ ଖୋଲିନଥିବା ବା ସେହି ଖାତା ବ୍ୟବହାର କରିନଥିବା ଜଣେ ବେନାମୀ ବ୍ୟବହାରକାରୀଙ୍କ ଆଲୋଚନା ପୃଷ୍ଠା । ତେଣୁ ଆମେ ସାଂଖିକ ଆଇପି ଠିକଣା ଦେଇ ତାଙ୍କୁ ଜାଣିବା । ଏହି ଭଳି ଏକ ଆଇପି ଠିକଣା ବହୁ ବ୍ୟବହାରକାରୀଙ୍କ ଭିତରେ ବିତରିତ ହୋଇପାରେ । ଆପଣ ଜଣେ ବେନାମି ବ୍ୟବହାରକାରୀ ହୋଇଥିଲେ ଏବଂ ଆପଣଙ୍କୁ ଅପ୍ରାସଙ୍ଗିକ ମତାମତ ସବୁ ଦିଆଯାଇଛି ବୋଲି ଭାବୁଥିଲେ ଖାତାଟିଏ ଖୋଲନ୍ତୁ କିମ୍ବା ପୁରୁଣା ଖାତାରେ ଲଗ ଇନ କରନ୍ତୁ । ଫଳରେ ଆଗକୁ ଅନ୍ୟ ବେନାମୀ ବ୍ୟବହାରକାରୀଙ୍କ ସହ ଦ୍ଵନ୍ଦ ହେବନାହିଁ ।