ବ୍ୟବହାରକାରୀଙ୍କ ଆଲୋଚନା:ତନ୍ମୟ ମିଶ୍ର

Page contents not supported in other languages.
ଉଇକିପିଡ଼ିଆ‌ରୁ
ନମସ୍କାର ତନ୍ମୟ ମିଶ୍ର, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ତନ୍ମୟ ମିଶ୍ର, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୫, ୩୦ ଜୁନ ୨୦୧୪ (UTC)

ବହତ ଧନ୍ୟବାଦ ଶ୍ରୀ ମୃତ୍ୟୁଞ୍ଜୟ କର, ଏଥିରେ Chatting କରିବା କିମ୍ବା ପରସ୍ପରକୁ ବାର୍ତ୍ତା ପଠାଇବା ସମ୍ଭବ କି, ଯଦି ସମ୍ଭବ ତ କେମିତି ଦୟାକରି କହିବେ କି | (ତନ୍ମୟ ମିଶ୍ର (ମୋ ଆଲୋଚନା) ୧୧:୦୮, ୩୦ ଜୁନ ୨୦୧୪ (UTC))

ଉଇକିପିଡ଼ିଆରେ ପରସ୍ପରକୁ ବାର୍ତ୍ତା ପଠାଇବା ସମ୍ଭବ ଓ ବହୁତ ସହଜ । ଆପଣ ଯେକୌଣସି ବ୍ୟବହାରକାରୀଙ୍କ ଆଲୋଚନା ପୃଷ୍ଠାରେ, ସେହି ବ୍ୟବହାରକାରୀଙ୍କୁ ବାର୍ତ୍ତା ଦେଇପାରିବେ । ଯେପରିକି ମତେ କିଛି ଜଣାଇବା ପାଇଁ ବା ମୋ ସହ ଆଲୋଚନା କରିବା ପାଇଁ ମୋ ଆଲୋଚନା ପୃଷ୍ଠାରେ ମତେ ଲେଖିପାରିବେ । ଫେସବୁକ ଗୋଠରେ ମଧ୍ୟ ଆମ ସହ ଯୋଗଦେଇପାରିବେ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୪୮, ୨ ଜୁଲାଇ ୨୦୧୪ (UTC)