ବ୍ୟବହାରକାରୀଙ୍କ ଆଲୋଚନା:ଜଗଦୀଶ ଉତ୍ତରକବାଟ

Page contents not supported in other languages.
ଉଇକିପିଡ଼ିଆ‌ରୁ

Welcome to Oriya Wikipedia!

Thank you for your contributions to Oriya Wikipedia!

We hope you can contribute, no matter what your language skills are.

You truly seem to have a genuine interest in this Wiki project and I hope it will blossom into something great. I hope you enjoy editing here and being a Wikipedian! Please sign your name on talk pages using four tildes (~~~~); this will automatically produce your name and the date. If you need help, just ask me on my talk page.

Enjoy! --Jose77 ୦୨:୪୫, ୪ June ୨୦୧୦ (UTC)

ମୋତେ କିଛିବି କହିବାକୁ ଚାହୁଁଥିଲେ କିମ୍ବା ଉପଦେଶ ଦେବାକୁ ଚାହୁଁଥିଲେ ଏଠାରେ ଲେଖନ୍ତୁ।

Re:Help for Template[ସମ୍ପାଦନା]

Hi ଜଗଦୀଶ ଉତ୍ତରକବାଟ,


The template which you had requested me previously has now been created Here. I will soon help you add {{ସମ୍ବାଦ}} to those related pages.

I see that you have also created this template. This means that you only need to insert {{ହିନ୍ଦୁ ମନ୍ଦିର}} at the bottom of those new pages you created (I have done it already).


By the way, you are doing a good job. (The articles just need to be expanded later on.)


If you encounter any other problems, please feel free to contact me. --Jose77 ୦୯:୩୫, ୯ June ୨୦୧୦ (UTC)

Thankyou so much ଜଗଦୀଶ ଉତ୍ତରକବାଟ for your outstanding translation effort!
I am very Grateful.
May you prosper! --Jose77 ୦୮:୦୮, ୧୨ June ୨୦୧୦ (UTC)

Interwiki links[ସମ୍ପାଦନା]

When creating new articles, it would also be useful to add interwiki links at the end of each article. For example, I added [[en:Nandankanan zoo]] to this article so at the bottom left-hand corner of that article underneath the subtitle "In other languages", you would be able to access the English version of the article. --Jose77 ୦୮:୧୬, ୧୨ June ୨୦୧୦ (UTC)

I have also helped you create a template for Nandan Kanan Zoological Park. --Jose77 ୧୦:୩୦, ୧୨ June ୨୦୧୦ (UTC)

ଢେରେ ଭଲାବାଦ ଏସବୁ କାମ ପାଇଁ[ସମ୍ପାଦନା]

ଜଗଦିସ, ତମକୁ ଅନେକ ଭଲାବାଦ ଏଇ କାମସବୁ ପାଇଁ ଓଡ଼ିଆ ଉଇକିରେ । ମୁଁ ସୁଭ ପା, ସାଁଗରେ ମିସି ଆମ ଭାସାର ଏଇ ଉଇକି ଫରଦଟିକୁ ଆଗେଇନେବା, ମୋତେ ଟିକେ ମେଲ କରିବ psubhashish@gmail.com ରେ, କଥାବାରତା କରିବା କେମିତି ଅଧିକ ଆଗକୁ ନେବା । Subhashish Panigrahi (ସୁଭ ପା)

Dear Jagadish, Thank you for your comments, I can try my best. Sorry for typing English. Slowly we are growing.Please jont our mailing list below. https://lists.wikimedia.org/mailman/listinfo/wikipedia-or

Jayantanth ୧୨:୨୧, ୩ ମାର୍ଚ ୨୦୧୧ (UTC)

Multiple issues with images uploaded by you[ସମ୍ପାଦନା]

ଆପଣ ଅପଲୋଡ କରିଥିବା ସବୁଗୁଡ଼ିକ ଫଟରେ କପିରାଇଟ ଲେଖା ପାଇଲି, ସବୁଗୁଡ଼ିକ ଓଡ଼ିଆ ଉଇକି ପାଇଁ ଖୁବ ଦରକାରି, ହେଲେ ଉଇକିପିଡିଆ କପିରାଇଟ ଥିବା ଚିତ୍ର ସବୁ ନେଇପାରିବ ନାହିଁ, ମୁ ସେସବୁକୁ ଡ଼ିଲିଟ କରିବାକୁ ଲେଖୁଛି, ସେସବୁରୁ କପିରାଇଟ ଲେଖାଟି ହଟାଇ ଆଉ ଥରେ ଅପଲୋଡ କରନ୍ତୁ । --ସୁଭ ପା/Subhashish Panigrahi (ମୋ କଥା) ୦୩:୦୧, ୧୨ ମାର୍ଚ ୨୦୧୧ (UTC)

ହଁ, ଜେତେ ସଅଳ ହେଇପାରେ ସେତେ ସଅଳ କରିଦିଅନ୍ତୁ । --ansuman (ମୋ କଥା) ୧୯:୨୮, ୧୨ ମାର୍ଚ ୨୦୧୧ (UTC)

A tag has been placed on ଆଦିବାସି ସଂଗ୍ରାହାଳୟ, requesting that it be speedily deleted from Wikipedia. This has been done under the criteria for speedy deletion, because it is a very short article providing no content to the reader. Please note that external links, "See also" section, book reference, category tag, template tag, interwiki link, rephrasing of the title, or an attempt to contact the subject of the article don't count as content. Moreover, please add more verifiable sources, not only 3rd party sources. Please see Wikipedia:Stub for our minimum information standards for short articles. Also please note that articles must be on notable subjects and should provide references to reliable sources that verify their content. You may wish to consider using a Wizard to help you create articles - see the Article Wizard.

Please do not remove the speedy deletion tag yourself. If you plan to expand the article, you can request that administrators wait a while for you to add contextual material. To do this, affix the template {{hang on}} to the page and state your intention on the article's talk page. Feel free to leave a note on my talk page if you have any questions about this. --Srikant Kedia ୦୬:୫୩, ୧୩ ଏପ୍ରିଲ ୨୦୧୧ (UTC)

need of the hour[ସମ୍ପାଦନା]

Jagadish I'd like you to be an admin just nominate yourself, looking at the present state in which admins have started behaving like dictators, its the need of the hour to have a neutral person govern the wiki, because you are neutral, you don't impose your thoughts on others etc., you would be the perfect candidate for adminship Sambidhan

ଛବି ବିଷୟରେ[ସମ୍ପାଦନା]

ଦୟାକରି ଛବି ସବୁ କମନ୍ସରେ ଦେବେ, ସେଠାରେ ଦେଲେ ସବୁ ଉଇକିପିଡ଼ିଆ ତାକୁ ବ୍ୟବହାର କରିପାରିବେ । ତେଣୁ ଓଡ଼ିଆ ଉଇକିରେ ନଦେଇ ସେସବୁ ସେଠାରେ ଦେବାକୁ ଅନୁରୋଧ । --ସୁଭପାSubha Paମୋତେ କହିବେ କିଛି? ୧୮:୧୬, ୧୫ ଜୁନ ୨୦୧୧ (UTC)

ଛାଞ୍ଚ:Img-sem-uso

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର ଜଗଦୀଶ ଉତ୍ତରକବାଟ,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୪:୫୪, ୮ ଅଗଷ୍ଟ ୨୦୧୧ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର ଜଗଦୀଶ ଉତ୍ତରକବାଟ,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

-- ଅଂଶୁମାନ ତାର ଯୋଡ଼ିବେ? ୧୭:୫୯, ୨୫ ଜାନୁଆରୀ ୨୦୧୪ (UTC)