ବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

ବ୍ରହ୍ମପୁର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ଛତ୍ରପୁର
  2. ଗୋପାଳପୁର
  3. ବ୍ରହ୍ମପୁର
  4. ଦିଗପହଣ୍ଡି
  5. ଚିକିଟି
  6. ମୋହନା
  7. ପାରଳାଖେମୁଣ୍ଡି

୧୯୭୭ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ଲଗାତାର ଜିତିଥିଲା । ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଏହି ଆସନରୁ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ ।[୩]

ସାଂସଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Seats of Odisha
  2. Assembly Constituencies and their Extent
  3. ୩.୦ ୩.୧ "Berhampur Lok Sabha election results 2019 Odisha: BJD's Chandra Sekhar Sahu defeats BJP's Bhrugu Baxipatra". DNA India (in ଇଂରାଜୀ). 2019-05-24. Retrieved 2019-05-27.

ଆହୁରି ଦେଖନ୍ତୁ[ସମ୍ପାଦନା]