ବୌଦ୍ଧଗଡ଼
ଉଇକିପିଡ଼ିଆ ରୁ
(ବୌଦ୍ଧ (ସହର) ରୁ ଲେଉଟି ଆସିଛି)
ଏହି ଲେଖାଟି ବୌଦ୍ଧ ଜିଲ୍ଲାର ବୌଦ୍ଧ ସହର ବାବଦରେ । ବାକିସବୁ ବିକଳ୍ପ ବ୍ୟବହାର ପାଇଁ, ଗୌତମ ବୁଦ୍ଧ, ବୌଦ୍ଧ ଧର୍ମ ଦେଖନ୍ତୁ ।
| ବୌଦ୍ଧ | |
|---|---|
| — ସହର — | |
|
|
|
| ଦିଗବାରେଣି: 20°50′N 84°19′E / 20.833°N 84.317°Eଦିଗବାରେଣି: 20°50′N 84°19′E / 20.833°N 84.317°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ବୌଦ୍ଧ ଜିଲା |
| ଭାଷା | ଓଡ଼ିଆ, ଇଂରାଜୀ |
| ସମୟ ମଣ୍ଡଳ | IST (+୫.୩୦) |
| - ହାରାହାରି ତାପମାତ୍ରା | ୨୭ °C ( °F) |
| • ଖରାଦିନ | °C (ଛାଞ୍ଚ:Convert/F/ °C) |
| • ଶୀତଦିନ | °C (ଛାଞ୍ଚ:Convert/F/ °C) |
| ଡାକ କୋଡ଼ | |
ବୌଦ୍ଧ ସହର ଓଡ଼ିଶାର ବୌଦ୍ଧ ଜିଲ୍ଲାର ସଦର ମହକୁମା ଓ ପ୍ରଶାସନିକ ମୁଖ୍ୟ ସହର|
ଅବସ୍ଥାନ[ସମ୍ପାଦନା]
ବୌଦ୍ଧ ସହର ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଅବସ୍ଥିତ । ଏହା ମହାନଦୀ କୂଳରେ ରହିଅଛି ।
ଲୋକଗଣନା[ସମ୍ପାଦନା]
୨୦୧୧ ଜଣଗଣନା ଅନୁସାରେ,[୧] ବୌଦ୍ଧର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ ।
ଆଧାର[ସମ୍ପାଦନା]
- ↑ Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧