ଫୁଲବାଣୀ

ଉଇକିପିଡ଼ିଆ ରୁ
(ବୌଦ୍ଧ କନ୍ଧମାଳ ରୁ ଲେଉଟି ଆସିଛି)
ଫୁଲବାଣୀ
—  ସହର  —
ଫୁଲବାଣୀ
ଫୁଲବାଣୀର ଅବସ୍ଥାନ
Orissaରେ ଓ ଭାରତ
ଦିଗବାରେଣି 20.47°N 84.23°E / 20.47°N 84.23°E / 20.47; 84.23ଦିଗବାରେଣି: 20.47°N 84.23°E / 20.47°N 84.23°E / 20.47; 84.23
ଦେଶ ଭାରତ
ରାଜ୍ୟ Orissa
ଭାରତର ଜିଲାସବୁ କନ୍ଧମାଳ
ଲୋକସଂଖ୍ୟା ୩୩,୮୮୭ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


୪୮୫ ମିଟରs ( ଫୁଟ)

ପିନକୋଡ଼ • ୭୬୨୦୦୧
ଟେଲିଫୋନ • +୦୬୮୪୨
ଗାଡ଼ି • OR-12
ଜଗନ୍ନାଥ ଦେଉଳ, ଫୁଲବାଣୀ

ଫୁଲବାଣୀ ଭାରତଓଡ଼ିଶାରେ ଥିବା କନ୍ଧମାଳ ଜିଲ୍ଲା ର ସଦର ମହକୁମା ଓ ଏକ ମୁଖ୍ୟ ସହର ।

[ଏହାକୁ ବଦଳାନ୍ତୁ] ଭୂଗୋଳ

ଫୁଲବାଣୀ 20°28′N 84°14′E / 20.47°N 84.23°E / 20.47; 84.23 ଠାରେ ଅବସ୍ଥିତ ।[୧] ସମୁଦ୍ର ପତ୍ତନଠାରୁ ଏହାର ହାରାହାରି ଉଚ୍ଚତା ୪୮୫ ମିଟର (୧୫୯୧ ଫୁଟ).

ଏ ଜେ ଓ ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ

[ଏହାକୁ ବଦଳାନ୍ତୁ] ପର୍ବପର୍ବାଣୀ

ନଗର ପରିକ୍ରମାରେ ପାଞ୍ଚ ଠାକୁରାଣୀ

ପ୍ରତି ଦୁଇବର୍ଷରେ ଥରେ ମା' ନାରାୟଣୀ ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳନ କରାଯାଇଥାଏ । ଯାତ୍ରାର ପ୍ରଥମ ଦିନ ପୂର୍ବାହ୍ନରେ ମା'ଙ୍କ ଅସ୍ଥାୟୀ ମଣ୍ଡପ ଗମ୍ଭିରା ପ୍ରତିଷ୍ଠା କରାଯାଇ ଅପରାହ୍ନରେ ଏକ ପଟୁଆରରେ ଯାଇ ଗ୍ରାମଦେବୀ, ଅମଲାପଡାସ୍ଥିତ ମା' ବ୍ରାହ୍ମଣଦେବୀ, ଫୁଲବାଣୀସାହି ସ୍ଥିତ ମା' ବରାଳଦେବୀ ଓ ନଦୀଖଣ୍ଡି ସାହି ସ୍ଥିତ ବ୍ୟାଘ୍ରଦେବୀଙ୍କୁ ବରଣ କରିବା ପରେ ରାତ୍ରରେ ମା’ ନାରାୟଣୀଙ୍କୁ ନିମନ୍ତ୍ରଣ କରାଯାଇ ଏକ ବିରାଟ ପଟୁଆର ମଧ୍ୟରେ ହାଟପଦା ସ୍ଥିତ ଅସ୍ଥାୟୀ ପୀଠକୁ ନିଆଯାଇଥାଏ ୤ ଅସ୍ଥାୟୀ ପୀଠରେ ପ୍ରତିଦିନ ନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ ହୋଇଥାଏ । ଗୁରୁବାର ଓ ଅମାବାସ୍ୟା ବ୍ୟତିତ ଯାତ୍ରା ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀ ପରେ ମା’ ନାରାୟଣୀ ନିଜ ପାର୍ଶ୍ଵଦେବୀମାନଙ୍କ ସହ ନଗର ଭ୍ରମଣ ପୂର୍ବକ ବିଭିନ୍ନ ସାହି ତଥା ବଜାର ଭ୍ରମଣ କରି ବିଳମ୍ବିତ ରାତ୍ରିରେ ନିଜ ଅସ୍ଥାୟୀ ପୀଠକୁ ଫେରିଥାନ୍ତି ୤ ଯାତ୍ରା ସମୟରେ ମାନସିକ ବେଶଧାରୀମାନେ ବିଭିନ୍ନ ବେଶରେ ବାହାରିଥାନ୍ତି ୤

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା