ବୋଷନ

ଉଇକିପିଡ଼ିଆ ରୁ

କଣିକା ପଦାର୍ଥ ବିଜ୍ଞାନରେ(particle physics), ବୋଷନ (play /ˈbsɒn/[୧])ହେଉଛି ଏକ କଣିକା ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ(Bose–Einstein statistics) ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

ଏହି ବୋଷନ ନାମ ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ର ନାଥ ବୋଷ୍‌ଙ୍କ ସ୍ମରଣାର୍ଥେ ପାଉଲ୍ ଡିରାକ୍ ଦେଇଥିଲେ । ସତ୍ୟେନ୍ଦ୍ର ନାଥ ବୋଷ୍‌ , ଆ‌‌ଲ୍‌ବ‌ର୍ଟ୍ ଆଇ‌ନ୍‌ଷ୍ଟାଇ‌ନ୍ ସହ ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନକୁ ଗଢିଥିଲେ ଯାହାକି ଏହାର ମୂଳ ତତ୍ତ୍ଵ ଅଟେ ।

ବୋଷନର ଧର୍ମ[ସମ୍ପାଦନା]

ସଂଜ୍ଞା[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Wells, John C. (1990). Longman pronunciation dictionary. Harlow, England: Longman. ISBN 0582053838.  entry "Boson"

ଅଧିକ ପଢିବେ[ସମ୍ପାଦନା]