ବୁଦ୍ଧିଆ ସିଂହ
ଉଇକିପିଡ଼ିଆ ରୁ
| ବୁଦ୍ଧିଆ ସିଂହ | |
|---|---|
ଧାବୀକ |
|
| ଜନ୍ମ ଓ ଜନ୍ମସ୍ଥାନ | ବୁଦ୍ଧିଆ ସିଂହ ୨୦୦୨ ଓଡ଼ିଶା |
| ଜାତୀୟତା | |
| ଧର୍ମ | ହିନ୍ଦୁ |
| ବାପା ମା | |
ବୁଦ୍ଧିଆ ସିଂ ଭାରତର ଓଡିଶାରେ ରହୁଥିବା ଏକ ବାଳକ । ବିଶ୍ଵର ସର୍ବ କନିଷ୍ଠ ଦୌଡାଳି । [୧] ଅଧିକ ଦୂର ଦୌଡିବା ପାଇଁ ତାଙ୍କ ନାମ ଲିମ୍କା ବୁକ୍ସ୍ ଅଫ୍ ୱ୍ଆର୍ଡସ୍ ରେକର୍ଡ ରେ ସ୍ଥାନ ପାଇଛି।
ବାଲ୍ୟ ଜୀବନ [ସମ୍ପାଦନା]
ବୁଦ୍ଧିଆ ସିଂ ୨୦୦୨ ରେ ଏକ ଗରିବ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ।[୧] ତାଙ୍କ ମାଆ ସୁକାନ୍ତି ସିଂହ ବୁଦ୍ଧିଆକୁ ମାତ୍ର ୮୦୦ ଟଙ୍କାରେ ଜଣେ ଲୋକକୁ ବିକ୍ରି କରିଦେଇଥିଲେ।ପରେ ସ୍ଥାନୀୟ ପ୍ରସିକ୍ଷକ ବିରଞ୍ଚି ଦାସଙ୍କ ନଜରେ ବୁଦ୍ଧିଆ ଆସିଥିଲେ ଏବଂ ବିରଞ୍ଚି ଙ୍କ ତତ୍ତ୍ଵଧାନରେ ବୁଦ୍ଧିଆ ପ୍ରସିକ୍ଷଣ ନେଇଥିଲେ।
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |